Odia News Portal

ଅନ୍ଧବିଶ୍ବାସରୁ ନୃଶଂସ କାଣ୍ଡ

ଅନ୍ଧବିଶ୍ବାସରୁ ନୃଶଂସ କାଣ୍ଡ । ପୁତ୍ର ସନ୍ତାନ ମୋହରେ ୩ ବର୍ଷର ନିରୀହ ଶିଶୁକୁ ବଳି ଦେଲା ପିଉସା । ତାନ୍ତ୍ରିକ କଥାରେ ପଡି ପୁତ୍ରଲାଭ ପାଇଁ ନିଜ ଶଳାର ପୁଅକୁ ବଳି ଚଢାଇ ଦେଲା । ଉତ୍ତରପ୍ରଦେଶ ଅଲିଗଡ ଜିଲ୍ଲାରୁ ଏଭଳି ଛାତିଥରା ବର୍ବରୋଚିତ କାଣ୍ଡ ସାମ୍ନାକୁ ଆସିଛି । ମୃତ ଶିଶୁର ବାପା

ସ୍ୱାସ୍ଥ୍ୟ ପକ୍ଷେ ହିତକର ପଣସ

ଗ୍ରୀଷ୍ମଋତୁରେ ମିଳୁଥିବା ଫଳ ଭିତରୁ ଗୋଟିଏ ହେଉଛି ପାଚିଲା ପଣସ । ପଣସକୁ କିଛି ଲୋକ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ନା ପସନ୍ଦ କରିଥାଆନ୍ତି । ଏଥିରେ ଭରପୁର ପରିମାଣରେ ଫାଇବର ରହିଛି । ଆପଣଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଏହା ନିହାତି ଆବଶ୍ୟକ । ଏହା ବ୍ୟତୀତ ପାଚିଲା ପଣସରେ

IAS ପରୀକ୍ଷାରେ ସଫଳତା ପାଇଲେ ଓଡିଆ ଝିଅ କସ୍ତୁରୀ ପଣ୍ଡା

ପ୍ରକାଶ ପାଇଲା ୨୦୨୨ ଆଇଏଏସ ରଜଲ୍ଟ । ୟୁପିଏସି ପକ୍ଷରୁ ପରିଚାଳିତ ସିଭିଲ୍‌ ସର୍ଭିସ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ମେରିଟ ଲିଷ୍ଟରେ ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ବିବେଚିତ ହୋଇଛନ୍ତି ।

ଶୈବପୀଠରେ ଲାଗିଲା କଟକଣା; ଏଣିକି ବ୍ୟବହାର ହେବନି ଗଞ୍ଜେଇ 

ଏଣିକି ଶୈବପୀଠରେ ବ୍ୟବହାର କରିହେବନି ଗଞ୍ଜେଇ । ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ ହୋଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ କୁହାଯାଇଛି । ଗଞ୍ଜେଇ ବ୍ୟବହାର

ଆଜିଠୁ ବଦଳାଇ ପାରିବେ ୨ହଜାର ଟଙ୍କିଆ ନୋଟ୍

ଭାରତୀୟ ରିଜର୍ଭ ବ୍ୟାଙ୍କ ଫେରାଇ ନେବ ୨ହଜାର ଟଙ୍କିଆ ନୋଟ୍ । ମଙ୍ଗଳବାର ଅର୍ଥାତ୍ ଆଜିଠାରୁ ଏହି ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦେଶର ସମସ୍ତ ବ୍ୟାଙ୍କ ଏବଂ ଆରବିଆଇର ଆଞ୍ଚଳିକ ଶାଖାରେ ନୋଟ୍‌କୁ ଜମା ବା ବଦଳାଇ ପାରିବେ । ଏହି ପ୍ରକ୍ରିୟା ମେ’ ୨୩ ତାରିଖରୁ ସେପ୍ଟେମ୍ବର ୩୦

ଆଜିଠୁ ବଢିବ ପାହଳ ରସଗୋଲା ଦର

ଆଜିଠୁ ମହଙ୍ଗା ହେବ ପାହାଳ ରସଗୋଲା। କ୍ଷୀର ଓ ଛେନା ଦର ବଢ଼ିବା ପରେ ଏବେ ଏହାର ପ୍ରଭାବ ସିଧାସଳଖ ମିଠା ଉପରେ ପଡ଼ିଛି। ଫଳରେ ପାହାଳ ମିଠା ବ୍ୟବସାୟୀ ସଂଘ ବିଭିନ୍ନ ପ୍ରକାରର ମିଠା ଉପରେ ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି। ଛେନା ଦର ବୃଦ୍ଧିକୁ ପ୍ରଥମେ ପାହାଳ ମିଠା ଦୋକାନୀ ବିରୋଧ

ମନ୍ତ୍ରୀ ପଦ ନ ମିଳିବା ପରେ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା

ପଶ୍ଚିମ ଓଡ଼ିଶାରୁ ଜଣଙ୍କୁ (ରାଉରକେଲା ବିଧାୟକ ଶାରଦା ନାୟକ) ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ମିଳିଲା। ହେଲେ ଶପଥ ଗ୍ରହଣ କାଳରେ ଦଳର ଅଧିକାଂଶ ବିଧାୟକ ଉପସ୍ଥିତ ଥିବା ବେଳେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଭାବେ ପରିଚିତ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ କିନ୍ତୁ ଅନୁପସ୍ଥିତ

ଇଟାଲୀରେ ପ୍ରଳୟଙ୍କାରୀ ବନ୍ୟା , ଗଲାଣି ୧୨ରୁ ଅଧିକ ଲୋକଙ୍କ ଜୀବନ

ଯେଉଁଆଡ଼େ ଚାହିଁବ ପାଣି ଆଉ ପାଣି । ଘର ବାଡ଼ି , ରାସ୍ତାଘାଟ ସବୁଆଡ଼େ ଘେରି ରହିଛି ପାଣି । ଇଟାଲୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପ୍ରଳୟଙ୍କାରୀ ରୂପ ନେଇଛି । ଉତର ଇଟାଲୀର ଏମିଲିଆ ରୋମାନରେ ଭୟଙ୍କର ବନ୍ୟା ଯୋଗୁଁ ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ଆଉ ଏହି ବନ୍ୟାରେ ପ୍ରଭାବିତ

ଆଇଆଇସିଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ଼ ଜିଲ୍ଲା ଗାଇସିଲେଟ ଆଇଆଇସି ବୀରବର ଭଗତଙ୍କ ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭଗତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ସଂପତ୍ତି ଠାବ କରାଯାଇଛି। ଅଇଁଠାପାଲିରେ ଦୁଇ ମହଲା କୋଠା, କବ୍ରାପାଲିରେ ଏକ ଫାର୍ମ ହାଉସ,

ଆସନ୍ତା କାଲିଠାରୁ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର

କାଲିଠୁ ଜୁନ ୧୫ ତାରିଖ ଯାଏଁ ଚନ୍ଦ୍ରର ଅତି ନିକଟରୁ ଦେଖାଯିବ ଶୁକ୍ର । ପ୍ରତିଦିନ ସନ୍ଧ୍ୟାରେ ପ୍ରାୟେ ୨ ଘଣ୍ଟା ଶୁକ୍ରକୁ ପଶ୍ଚିମ ଆକାଶରେ ଦେଖାହେବ । ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖାହେବ । ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ପ୍ଲାନେଟୋରିୟମ ପକ୍ଷରୁ ବ୍ୟବସ୍ଥା