Odia News Portal

ରଥଯାତ୍ରାବେଳେ ଲାଇନ୍ କଟିବନି: ଶକ୍ତି ମନ୍ତ୍ରୀ

ରଥଯାତ୍ରାବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଜାରି ରଖିବାକୁ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଦିନ ଶକ୍ତି ମନ୍ତ୍ରୀ ଶ୍ରୀ ଦେବଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାକୁ ନେଇ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ଯେ,

ଅଧାରେ ଅଟକିଲା ବନ୍ଦେ ଭାରତ

ଅଧା ବାଟରେ ଅଟକି ରହିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ମଞ୍ଜୁରୀରୋଡ୍ ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଅଟକି ରହିଛି । ଇଞ୍ଜିନରୁ ବିଦ୍ୟୁତ୍ ତାରକୁ ସଂଯୋଗ କରୁଥିବା ଯନ୍ତ୍ରାଂଶରେ ତ୍ରୁଟି ଥିବାରୁ ବନ୍ଦେ ଭାରତ ଅଟକି ରହିଥିବା ଜଣାପଡ଼ିଛି । ହେଲେ ବନ୍ଦେ ଭାରତରେ ହୋଇଥିବା ଅସୁବିଧା

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନଙ୍ଗଙ୍କ ବୋହୂ ଅଦ୍ରିଜା

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ ଅଦ୍ରିଜା ମଞ୍ଜରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଭେଟିଛନ୍ତି। ବାସ୍ତବରେ ଅଦ୍ରିଜା ମଂଜରୀ ହେଉଛନ୍ତି ବରିଷ୍ଠ ରାଜନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶଙ୍କ ପତ୍ନୀ । ତେବେ ପରିବାରରେ ଲାଗିଥିବା ଝଗଡା ନେଇ ଅଦ୍ରିଜା ରାଜ

ବୋହୁ ମାଡରେ ଶାଶୁ ମୃତ

ବୋହୂର ମାଡରେ ଶାଶୁର ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭ ଜିଲ୍ଲା ଚାନ୍ଦୁଆ ଥାନା ପୋଡାଡିହା ଗ୍ରମାରେ। ମୃତକ ଜଣକ ହେଲେ ଶେଫାଳି କର। ଘରେ କେହି ନଥିବା ବେଳେ କୌଣସି କାରଣରୁ ଶାଶୁ ଏବଂ ବୋହୂ ସଙ୍ଗୀତା କରଙ୍କ ମଧ୍ୟରେ ଝଗଡାରୁ ଏତେ ବଡ଼ ଘଟଣା ଘଟି ଯାଇଛି। ସୂଚନା ଅନୁସାରେ

ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କା, ୫ ଦିନ ପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲେ ଏସଆରସି

ଝଡ଼ବର୍ଷା ଓ ବଜ୍ରପାତ ନେଇ ୟେଲୋୱାର୍ଣ୍ଣିଂ ଜାରି କରିଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ଆସନ୍ତା ୫ ଦିନ ପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ସବୁ ହେଲା

୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଭରିବାକୁ ପଡିବ ନାହିଁ କୌଣସି ଫର୍ମ

ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କାର ନୋଟ ଅଛି ଆଉ ଆପଣ ଏହାକୁ ବଦଳାଇବାକୁ ମେ ୨୩ରେ ବ୍ୟାଙ୍କ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ । ଖବର ଏହା ଯେ ଆପଣଙ୍କ ବିନା କୌଣସି ପରିଚୟପତ୍ରରେ ୨ ହଜାର ଟଙ୍କାର ନୋଟକୁ ଅନ୍ୟ ମୂଲ୍ୟର ନୋଟରେ ବଦଳାଇପାରିବେ । ଏଥିପାଇଁ

ଆସନ୍ତାକାଲି ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ସମ୍ଭାବନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ । ଅନ୍ତତଃ ତିନି ନୂଆ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରନ୍ତି । ନବକିଶୋର ଦାସଙ୍କ ହତ୍ୟା ଯୋଗୁ ଗୋଟିଏ ମନ୍ତ୍ରୀପଦ ଖାଲି ପଡ଼ିଛି । କିଛି ଦିନ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ

ଆସନ୍ତା ୩୦ ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟକୁ ଚୁଡାନ୍ତ କରିଛି ଛତିଶାନିଯୋଗ। ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଛତିଶାନିଯୋଗ ସେବାୟତ ସଦସ୍ୟଙ୍କ

୨୨ ତାରିଖରେ ରାଜ୍ୟରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଭିତରେ ଆସିଛି ବଡ ଖବର । ଆସନ୍ତା ୨୨ ତାରିଖ ଦିନ ଶପଥ ନେବେ ନବୀନଙ୍କ ନୂଆ ମନ୍ତ୍ରୀ । ସୋମବାର ସକାଳ ସାଢେ ୯ଟାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଲୋକସଭା ଭବନର କନଭେନସନ୍ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ବୋଲି ସୂଚନା

ବାରଣ୍ଡାରେ ବସିଥିଲେ ଯୁବତୀ ଆସିଲା ମୃତ୍ୟୁ

ବଜ୍ରାଘାତରେ ଚାଲିଗଲା ଯୁବତୀଙ୍କ ଜୀବନ । ଆହତ ହୋଇଛନ୍ତି ଆଉ ଜଣେ ମହିଳା । ଗଜପତି ଜିଲ୍ଲା ମୋହନା ବ୍ଲକରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । କାଳବୈଶାଖୀ ପ୍ରଭାବରେ କିଛି ଦିନ ହେବ ଚାରିଆଡେ ପବନ ବହିବା ସହ ବର୍ଷା ହେଉଛି । ସେହି ସମୟରେ ବିଜୁଳି-ଘଡଘଡି ମାରୁଛି । ସେହି ବଜ୍ରପାତରେ ଜଣେ