Odia News Portal

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଲେ ହିଞ୍ଜିଳିକାଟୁ ଓ ଶେରଗଡ଼ ବାସିନ୍ଦା

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଶେରଗଡ଼ ଅଞ୍ଚଳର ଲୋକ । ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ଆଠଟି କଲେଜର ରୂପାନ୍ତରଣ ପାଇଁ ଛଅ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାଣ ବିସ୍ଫୋରଣ:ସରକାରୀ କ୍ୱାର୍ଟରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର ୟୁନିଟ୍ ୨ ସରକାରୀ କ୍ୱାର୍ଟରରୁ ଅଗ୍ନିକାଣ୍ଡ । ବାଣ ବିସ୍ଫୋରଣରୁ ନିଆଁ ଲାଗିଥିବା ସୂଚନା । ଘଟଣା ପରେ ଅଗ୍ନିଶମ ବିଭାଗର ଗୋଟିଏ ୟୁନିଟ ନିଆଁ ଲିଭା କାର୍ୟ୍ୟରେ ନିଯୋଜିତ ହୋଇଥିଲେ । ଦୀର୍ଘ ସମୟରେ କସରତ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ । ତେବେ ଏଥିରେ କିଛି ବେଶି

ନିଆରା ପରମ୍ପରା,ଚଣ୍ଡୀଙ୍କୁ ଶାନ୍ତ କରିବା ପାଇଁ ମଣ୍ଡାପିଠା

ଚଣ୍ଡୀଦେବୀଙ୍କ ପ୍ରତି ମାନସିକଧାରୀ ଓ ଅଞ୍ଚଳବାସୀଙ୍କ ପ୍ରଗାଢ ବିଶ୍ୱାସ ଓ ଭକ୍ତି ତଥା ମହାମାରୀ ସମୟରେ ପ୍ରଭାବିତ ଲୋକମାନଙ୍କ ପାଇଁ ପ୍ରାର୍ଥନା ସମଗ୍ର ଅଞ୍ଚଳରେ ଏକ ଦୈବୀ ପରିବେଶ ସୃଷ୍ଟି କରିଛି। ମାନସିକ ପୂରଣ ଠାରୁ ପୌରାଣିକ ଲୋକକଥା ଶ୍ରଦ୍ଧାଳୁଙ୍କୁ ଟାଣିଆଣେ ଦୁଇ ଜିଲ୍ଲାର

ମୋଦୀଙ୍କୁ ସାକ୍ଷାତ କଲେ ନବୀନ, ପୁରୀ ବିମାନବନ୍ଦରକୁ ନେଇ ଆଲୋଚନା

୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷ କରି ପୁରୀରେ ଅନ୍ତର୍ଜାତୀୟ

ଜଟଣୀରେ ହସ୍ପିଟାଲ: ଶିଳାନ୍ୟାସ କଲେ ମୋଦି

ଜଟଣୀରେ କ୍ୟାନସର ହସ୍ପିଟାଲରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୋମି ବାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଶିଳନ୍ୟାସ । ଭର୍ଚୁଆଲ ମୋଡରେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ହୋମି ବାବା କର୍କଟ ରୋଗ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ଭିଡିଓ

ଲାଭ ବଦଳରେ ଶରୀରରକୁ ଅଧିକ କ୍ଷତି ପହଞ୍ଚାଇ ଥାଏ ଏହି ଫଳ

ଖରାଦିନେ ଖାସ୍ କରି ଲୋକମାନେ ଅଧିକ ତରଭୁଜ ଖାଇଥାନ୍ତି । ତରଭୁଜ ସହଜରେ ବିଭିନ୍ନ ସ୍ଥାନରେ କମ୍ ଦାମରେ ମଧ୍ୟ ମିଳିଥାଏ । ତରଭୁଜରେ  ପ୍ରଚୁର ପରିମାଣରେ ପାଣି ଥାଏ । ତେଣୁ ଖରାଦିନରେ ତରଭୁଜ ଖାଇବା ଦ୍ବାରା ଡିହାଇଡ୍ରେସନ୍ ଏବଂ ଉତ୍ତାପ ଆଘାତରୁ  ଆପଣଙ୍କୁ  ରକ୍ଷା ମିଳିଥାଏ । ଏହି ଫଳ କେବଳ

ଭାଲୁ ଆକ୍ରମଣରେ ଦୁଇ ଆହତ

ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା କରକଚିଆ ଗ୍ରାମକୁ ଗୁରୁବାର ସକାଳେ ଏକ ଭାଲୁ ଚାଲି ଆସିଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡିଥିଲେ। ଭାଲୁ ଆକ୍ରମଣରେ ଦୁଇ ଜଣ ଯୁବକ କ୍ଷତାକ୍ତ ହୋଇଥିବା ବେଳେ ସେମାନଙ୍କୁ ଉଦଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତ ୨ ଜଣ ହେଲେ ଚିତ୍ତରଞ୍ଜନ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପ୍ରଶାସନିକ ସେବା ଉପରେ ଦିଲ୍ଲୀ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ

ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଉପରାଜ୍ୟପାଳ ନୁହେଁ ବରଂ ଦିଲ୍ଲୀ ସରକାରଙ୍କ ଅଧୀନରେ ପ୍ରଶାସନିକ ଅଧିକାରୀ କାର୍ଯ୍ୟ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ମାମଲାରେ ୨୦୧୯ରେ ଜଷ୍ଟିସ

ଗଜପତି ଜିଲ୍ଲାର ୨୩ ଶିକ୍ଷାନୁଷ୍ଠାନକୁ ୧୦.୫ କୋଟି ଅନୁଦାନ

ଗଜପତି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ ସାରି ୫ଟି ସଚିବ ଭି.କେ.ପାଣ୍ଡିଆନ ଭୁବନେଶ୍ୱର ଫେରିବା ସହ ଜିଲ୍ଲାର ୨୩ ଗୋଟି ଶିକ୍ଷାନୁଷ୍ଠାନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ ୧୦ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏହି ଅନୁଦାନରେ

ଛାତରୁ ପଡି ଶିଶୁ ମୃତ

୬ ମହଲା ବାଲକୋନୀରୁ ପଡି ଦେଢ ବର୍ଷର ଶିଶୁପୁତ୍ର ମୃତ । ସମ୍ବଲପୁର ଭୂଷଣ କାରଖାନା କ୍ୱାର୍ଟରରେ ୬ ମହଲାରୁ ପଡି ଶିଶୁ ପୁତ୍ର ମୃତ ହୋଇଥିବା ଖବର ସାମ୍ନାକୁ ଆସିଛି । ବାଲକୋନୀରେ ଖେଳୁଥିବା ବେଳେ ତଳେ ପଡି ଶିଶୁ ପୁତ୍ର ମୃତ ।