ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ବଦଳିଲେ ଏଏସ୍ଆଇ ସହ ଦୁଇ କନଷ୍ଟେବଳ
ଥାନାରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜଣେ ଏଏସ୍ଆଇ ଓ ଦୁଇଜଣ କନଷ୍ଟେବଳଙ୍କୁ ଆନନ୍ଦପୁର ଥାନାରୁ ଅନ୍ୟତ୍ର ବଦଳି କରିଛନ୍ତି କେନ୍ଦୁଝର ଏସପି। ସେମାନେ ହେଲେ ଏଏସ୍ଆଇ ଅନୁପ ଲୁବୁନ ଓ କନଷ୍ଟେବଳ ମିନାକ୍ଷୀ ମଲ୍ଲିକ ଓ ବ୍ରଜକିଶୋର ନାୟକ। ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି!-->…
