Odia News Portal

ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକରେ ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶୋକ

ବିଶିଷ୍ଟ ଚିକିତ୍ସକ, ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମେୟର ତଥା ବିଶିଷ୍ଟ ସମାଜସେବୀ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକରେ ରାଜ୍ୟ ଖାଦ୍ୟ ଓ ଯୋଗାଣ, ସମବାୟ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ଶହୀଦ ନଗରସ୍ଥିତ ବାସଭବନରେ ଡାକ୍ତର…

ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ

ଅମିତ ଶାହଙ୍କ ଓଡିଶା ଗସ୍ତ ବାତିଲ ହୋଇଛି । ବାତ୍ୟା ‘ବିପରଯୋୟ’ ପାଇଁ ଗସ୍ତ ବାତିଲ କରିଛନ୍ତି ଅମିତ ଶାହ । ଆସନ୍ତା ଜୁନ ୧୭ରେ ଓଡିଶା ଆସିଥାନ୍ତେ କେନ୍ଦ୍ରମନ୍ତ୍ରୀ । କିନ୍ତୁ ଗସ୍ତର ଦୁଇ ଦିନ ପୂର୍ବରୁ ଏହାକୁ ବାତିଲ କରି ଦିଆଯାଇଛି । ଆରବ ସାଗରରେ ସୃଷ୍ଟ ବାତ୍ୟା ବିପରଯୋୟ ଶୁକ୍ରବାର…

ପୁରୀ ବସ ଷ୍ଟାଣ୍ଡ ରେ ଘଟିଛି ଅଘଟଣ

ବିଦ୍ୟୁତ ଆଘାତ ରେ ଜନୈକ ଯୁବକ ର ହୋଇଛି ମୃତ୍ୟୁ । ଯୁବକ ଜଣକ ପୁରୀ କୋଲକାତା ଡ଼ଲଫିନ ବସ OD 05 BK 7165 ରେ ହେଲ୍ପର ଭାବେ କାର୍ଯ୍ୟରତ ଥିଲେ । ମୃତ୍ୟୁ କରିଥିବା ଯୁବକ ଜଣକ ହେଲେ କଟକ ଜିଲ୍ଲା ମାହାଙ୍ଗା ଓଳକଣା ର ମନୋଜ ରାଉତ (୩୨) । ସୂଚନାଯୋଗ୍ୟ କି ଆଜି ଅପରାହ୍ନ ସମୟରେ ମନୋଜ ବସ…

ଦିଲ୍ଲୀରେ ଭୂକମ୍ପର ଝଟ୍‌କା

ଆଜି ଅପରାହ୍ଣରେ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଅପରାହ୍ଣ ସାଢ଼େ ୧ଟା ପରେ ମାତ୍ର କିଛି ସେକେଣ୍ଡ ପାଇଁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟରେ ଘର ବାହାରକୁ ଚାଲି ଆସିଥିଲେ। ଖବର ଲେଖାଯିବା ସୁଦ୍ଧା କୌଣସି କ୍ଷୟକ୍ଷତି…

ଗ୍ୟାସ ଲିକ୍‌: ୧୯ ଗୁରୁତର

ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଆଜି ଅପରାହ୍ଣରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ବ୍ଲାଷ୍ଟ ଫର୍ଣ୍ଣେସର ଷ୍ଟିମ୍ ଲାଇନ୍ ବିସ୍ଫୋରଣ ଘଟି ୧୯ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଚାରି ପ୍ରତିଶତ ବୃଦ୍ଧି

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଚାରି ପ୍ରତିଶତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହାଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତ ହୋଇଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୩ ଜାନୁଆରୀ ପହିଲାରୁ ପିଛିଲା…

ସଜାଡ଼ିବା ବଦଳରେ ଗଛରେ ବନ୍ଧାପଡ଼ିଛି ଟ୍ରାନ୍ସଫର୍ମର

ଗଛରେ ବନ୍ଧା ହୋଇଛି ଟ୍ରାନ୍ସଫର୍ମର । ଟ୍ରାନ୍ସଫର୍ମର ସଜାଡିବା ବଦଳରେ ଗଛରେ ବନ୍ଧା ଯାଇଛି । ଯାହାକି ବିପଦକୁ ଆମନ୍ତ୍ରଣ କରିବା ସହ ସମାନ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ବିଦ୍ୟୁତର ଲୁଚକାଳି ଖେଳରେ ଅତିଷ୍ଠ ହୋଇପଡିଛନ୍ତି ଲୋକେ । ବାରମ୍ବାର ବିଦ୍ୟୁତକାଟ ହେଉଥିବା ବେଳେ…

ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ

ଜାତୀୟ ଭେଷଜ ଆୟୋଗ (ଏନ୍ଏମସି)ର ନୂଆ ନିୟମ ଅନୁଯାୟୀ, ଏଣିକି ଏମବିବିଏସ୍ ଛାତ୍ରଛାତ୍ରୀ ମାନଙ୍କୁ ଆଡମିଶନ ତାରିଖ ଠାରୁ ୯ ବର୍ଷ ମଧ୍ୟରେ ନିଜ କୋର୍ସ ଶେଷ କରିବାକୁ ପଡିବ । ପ୍ରଥମ ବର୍ଷ ପରୀକ୍ଷା ପାସ୍ କରିବାକୁ କେବଳ ଚାରିଟି ପ୍ରୟାସ ଦିଆଯିବ। ନୂଆ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍…

+୩ ଅନଲାଇନ୍‌ ଆଡମିଶନ ପାଇଁ ତାରିଖ ପ୍ରକାଶ

ଯୁକ୍ତ ତିନି ଅନଲାଇନ୍‌ ଆଡମିଶନ ପାଇଁ ତାରିଖ ପ୍ରକାଶ ପାଇଛି । ସାମସ୍  ପୋର୍ଟାଲରେ ଯାଇ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ୍  ୧୯ରୁ www.samsodisha.gov.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତା ଜୁଲାଇ ୪ ତାରିଖ ଆବେଦନର ଶେଷ ତାରିଖ ରହିଛି । ଜୁଲାଇ ୧୪ ତାରିଖରେ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା

ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା ହୋଇଛି । ସୌରିନଙ୍କ ନାଁରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଛନ୍ତି । ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ…