Odia News Portal

ମଣିପୁରରେ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସ ଜାଳିଦେଲେ; ମାଆ ଓ ପୁଅ ସମେତ ୩ ମୃତ

ମଣିପୁରରେ ଉପୁଜିଥିବା ଜାତିଗତ ହିଂସା ଥମିବାର ନାଁ ନେଉନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସତ୍ତ୍ୱେ ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯାଉଥିବା ଲକ୍ଷ୍ୟ କରାଯାଇଛି । ରବିବାର ଇମ୍ଫାଲ ୱେଷ୍ଟ ଅନ୍ତର୍ଗତ ଇରୋସେମ୍ବା ଅଞ୍ଚଳରେ…

ବାଲେଶ୍ୱର ରେଳ ଦୁର୍ଘଟଣା:ଓଡ଼ିଶାରେ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

ବାଲେଶ୍ୱର ବାହାନଗାଠାରେ ଘଟିଥିବା ଶତାବ୍ଦୀର ସବୁଠାରୁ ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷା ଦାନ ଦେବାକୁ ବୁଧବାର ଘୋଷଣା କରିଛି କିଟ୍‍ । ଆଜି ଏ ସମ୍ପର୍କରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା…

ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୪ ମୃତ, ୪ ଗୁରୁତର

ଏକ ବଡ଼ ଅଘଟଣ । ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍‌ରେ କଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବର୍ଷା ପବନ ଯୋଗୁଁ ଟ୍ରେନ ତଳେ ବସିଥିଲେ ସମସ୍ତ ଶ୍ରମିକ । ଠିଆ ହୋଇଥିବା ଟ୍ରେନ୍ ହଠାତ୍ ଛାଡ଼ି…

ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ରାଷ୍ଟ୍ରପତି

ବାହାନଗା ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରିନାମ ଓ ସରବିଆ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରିନାମରେ ଭାରତୀୟ ସମୁଦାୟ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ…

ବାହାନଗା ଷ୍ଟେସନରେ ପୁଣି ସିବିଆଇ ଟିମ୍, ଟିକିନିଖି ତଥ୍ୟ ଖୋଜୁଛି ତଦନ୍ତକାରୀ ଟିମ୍

ବାହାନଗାରେ ସିବିଆଇ ଟିମ୍‌ । ଦ୍ୱିତୀୟ ଦିନରେ ଦୁର୍ଘଟଣାସ୍ଥଳ ବାହାନଗା ବଜାର ଷ୍ଟେସନରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ଖୋଳତାଡ କରୁଛି । ଟେକ୍ନିକାଲ ଓ ଫୋରେନସିକ୍‌ ଟିମ୍‌ ଯାଞ୍ଚ କରୁଛନ୍ତି । ପ୍ୟାନେଲ୍‌ ରୁମ୍‌ରୁ ଆଜି ଖୋଳତାଡ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳରୁ ଟ୍ରାକ ନିରୀକ୍ଷଣ କରି…

‘ଗୁମତି’ କ୍ୟାବିନେଟକୁ ନେଇ ବଢିବ ସୁରକ୍ଷା, ରହିବ ଡବଲ ଲକ୍ ବ୍ୟବସ୍ଥା

ରେଳ ଷ୍ଟେସନରେ ଥିବା ‘ଗୁମ୍ତି’ ଅର୍ଥାତ ଟ୍ରେନକୁ ସିଗନାଲ ଦେବାପାଇଁ ଉପକରଣ ରହୁଥିବା କ୍ୟାବିନକୁ ଅଧିକ ସୁରକ୍ଷିତ ରଖାଯିବ । ଏଥିପାଇଁ ରେଳ ବିଭାଗ ଗୁରୁତ୍ୱ ଦେଇଛି । ସିଗନାଲରେ ସମସ୍ୟା ହୋଇଥିବାରୁ ବାହାନଗାରେ ଏକ ବଡ ଦୁର୍ଘଟଣା ଘଟିଲା ବୋଲି ପ୍ରାଥମିକ ତଦନ୍ତ ପରେ ରେଳମନ୍ତ୍ରୀ ଅଶ୍ୱିନୀ…

ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

 ଆଜି ହେଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷିତ ଖାଦ୍ୟର ମହତ୍ତ୍ଵ ସଂପର୍କରେ କହିଛନ୍ତି। ସୁରକ୍ଷିତ ଖାଦ୍ୟ ପୋଷଣ ନିରାପତ୍ତା ଓ ସ୍ଥାୟୀ ଅଭିବୃଦ୍ଧି ପାଇଁ ଜରୁରୀ । ଦୁର୍ବଳ ଓ ନିଷ୍ପେସିତଙ୍କ ପାଇଁ ସ୍ୱାସ୍ଥ୍ୟକର…

ଭିଜିଲାନ୍ସ ଚଢ଼ଉ: ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା ହେଲେ ଗିରଫ

ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଗିରଫ ହେବା ଖବର ସାମ୍ନାକୁ ଆସିଛି । ଭିଜିଲାନ୍ସ ଚଢଉ ସମୟରେ ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କୁ ଗିରଫ କରାଯାଇଛି । ପ୍ରକୃତ ଆୟଠାରୁ ୩୩୩ପ୍ରତିଶତ ଅଧିକ ସଂପତି ମହଜୁଦ ପାଇଁ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ,…

ଟ୍ରେନ ଦୁର୍ଘଟଣା ପରି ସଙ୍କଟର ମୁକାବିଲା ପାଇଁ ଜନସାଧାରଣ ଓ ରାଜ୍ୟ ପ୍ରଶାସନକୁ ନବୀନଙ୍କ ଭୂୟସୀ ପ୍ରଶଂସା

ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାର ଓ ଚିକିତ୍ସା ଅଭିଯାନ ପାଇଁ ରାଜ୍ୟର ଜନସାଧାରଣ ଓ ରାଜ୍ୟ ପ୍ରଶାସନର ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଓ ଓଡ଼ିଶା ଜନସାଧାରଣଙ୍କ ପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରରେ…

ମଣିପୁରରେ ପୁଣି ହିଂସା

ସୁରକ୍ଷାକର୍ମୀ-ବିଦେ୍‌୍ରହୀ ଗୋଷ୍‌ଠୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା । ସେରୋଔରେ ଗୁଳିବିନିମୟରେ ଜଣେ ବିଏସଏଫ ଯବାନ ସହିଦ୍ ହୋଇଛନ୍ତି । ଆସାମ ରାଇଫଲ ୨ ଜଣ ଯବାନ ମଧ୍ୟ ଗୁରୁତର ସୂଚନା ରହିଛି ।