Odia News Portal

ରୁଷର ସବୁଠାରୁ ଘାତକ କ୍ଷେପଣାସ୍ତ୍ର

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓରେଶନିକ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର ନିର୍ମାଣ ବିଷୟରେ ଘୋଷଣା କରିଛନ୍ତି। ଏହାକୁ ରୁଷର ସବୁଠାରୁ ଘାତକ କ୍ଷେପଣାସ୍ତ୍ର ବୋଲି କୁହାଯାଉଛି । ୟୁକ୍ରେନ ସହିତ ଯୁଦ୍ଧ ଉପରେ ଏକ ପ୍ରେସ ବ୍ରିଫିଂ ସମୟରେ ପୁଟିନ ଦାବି କରିଥିଲେ ଯେ ଏହି…

ସହକାରୀ ଯନ୍ତ୍ରୀ ଅଶୋକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ମାମଲା: ମିଳିଲାଣି ୨୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି

ଭୁବନେଶ୍ବର: ପୂର୍ତ୍ତ ବିଭାଗର ଡିଭିଜନ୍‌-୩ର ସହକାରୀ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମ୍ପତ୍ତି ତାଲିକା ଲମ୍ବିବାରେ ଲାଗିଛି। ଭିଜିଲାନ୍ସ ବିଭାଗ ଯେତେ ଚଢ଼ଉ କରୁଛି ଶ୍ରୀ ପଣ୍ଡାଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି ତାଲିକା ସେତିକି ବଢ଼ିବଢ଼ି ଚାଲିଛି। ରାଜଧାନୀର ଏମିତି କୌଣସି ପ୍ରତିଷ୍ଠିତ…

ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଜାତୀୟ ପୁରସ୍କାର ଘୋଷଣା ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ ଜାତୀୟ ପୁରସ୍କାର ଘୋଷଣା ସାରା ଓଡିଶା ପାଇଁ ଖୁସି ଆଣି ଦେଇଥିବା ବେଳେ ଏହା ଓଡିଶା ଏବଂ ଓଡ଼ିଆ ସିନେ ଜଗତ ପାଇଁ ଗର୍ବ ଏବଂ ଗୌରବର ବିଷୟ । ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ ଜାତୀୟ ପୁରସ୍କାର ପାଇଁ ଶ୍ରେଷ୍ଠ ବିବେଚିତ ହେବା ପରେ ସିନେମାର ଅଭିନେତା

ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଦେଶର ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ଆସନ୍ତା ଅଗଷ୍ଟ ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ…

ସତ କହୁଛି କିଏ ? ଇଞ୍ଜିନିୟର ସ୍ତ୍ରୀ ନା ଓଏଏସ୍‌ ସ୍ୱାମୀ, ଅର୍ଚ୍ଚନାଙ୍କ ବିରୋଧରେ ସାର୍ଥକଙ୍କ ପାଲଟା ଅଭିଯୋଗ

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା OSDMAରେ ଡିଜିଏମ୍‌ ଭାବେ କାର୍ଯ୍ୟ କରୁଥିବା ଓଏଏସ୍‌ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ତାଙ୍କ ପତ୍ନୀ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅର୍ଚ୍ଚନା ଦାଶ ବୁଧବାର…

ବହୁତ  କଥା କହିସାରିଲେଣି ଟ୍ରମ୍ପ: ତଥାପି ଭାରତ ସରକାର ଚୁପ

ଭାରତର ଅର୍ଥନୀତିକୁ ମୃତ କହିଲେ। ଭାରତ ଉପରେ ୨୫% ଟାରିଫ ଲଗାଇଲେ। ଏହାପରେ ଆଉ ପାଦେ ଆଗକୁ ଯାଇ ଭାରତକୁ କଟାକ୍ଷ କରି ପାକିସ୍ତାନ ସହ ଚୁକ୍ତି କଲେ। ପାକିସ୍ତାନ ଆଗାମୀ ଦିନରେ ଭାରତକୁ ତେଲ ବିକ୍ରି କରିପାରେ କଥା କହି ଛିଗୁଲାଇଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏତେ ସବୁ…

ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାମରେ ଅଭିଯୋଗ ପରେ ଭୁବନେଶ୍ୱର ମହିଳା ଥାନାରେ ହାଜର ହେଲେ ଓଏଏସ୍‌ ଅଧିକାରୀ ସାର୍ଥକ ସୌରଭ…

ଭୁବନେଶ୍ୱର ମହିଳା ଥାନାରେ ନିଜ ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା ଦାଶ। ରାଜ୍ୟ ସରକାରରେ ଉଚ୍ଚ ପଦବିରେ ଥିବା ଓଏଏସ୍‌ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାମରେ ତାଙ୍କ ପତ୍ନୀ ଅର୍ଚ୍ଚନା ଦାଶ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅର୍ଚ୍ଚନା…

ବିଧାୟକ ଓ ସାଂସଦ ୧୫ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ନେଇ ହାଇକୋର୍ଟରେ ମାମଲା

ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି। ଦେଶପ୍ରତି, ବିଶେଷକରି ଓଡ଼ିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି। ଗତବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡ଼ିଶା ଆସି ଆମର ମା’ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା

ବିଧାୟକ ଓ ସାଂସଦ ୧୫ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ନେଇ ହାଇକୋର୍ଟରେ ମାମଲା

ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଂଗ ହାଇକୋର୍ଟରେ ପହଞ୍ଚିଛି। ସରକାରଙ୍କ ଏପରି ନୀତି ଦ୍ବାରା ଶିକ୍ଷକଙ୍କ ବଦଳି ପ୍ରସଂଗ ପ୍ରଭାବିତ ହୋଇଥିବା ଅଭିଯୋଗ କରି କଳାହାଣ୍ଡିର ଜିଲ୍ଲାର ଦୁଇ ଜଣ ଶିକ୍ଷକ ହାଇକୋର୍ଟରେ ମାମଲା

ଶୀଘ୍ର ହେବ ଓଟିଇଟି ପରୀକ୍ଷା: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ଥିବା‌ ୬ ଜଣ ଅଭିଯୁକ୍ତଙ୍କୁ ଓଡ଼ିଶା ପୁଲିସର କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଶିକ୍ଷକ କି ଯେତେ ବଡ଼ ଲୋକ ଥାଆନ୍ତୁ, କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏହାର ତଦନ୍ତ ଚାଲିଛି। ଦୋଷୀଙ୍କ