ରଥ କାମ ପାଇଁ ଚଳଚଞ୍ଚଳ ରଥଖଳା
ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା । ତିନିରଥର ଦୁଇଟି ଲେଖାଏଁ ନାହାକା ଚକର ନିର୍ମାଣ କାମ ଶେଷ ହୋଇଛି । ତାଳଧ୍ୱଜ ରଥର ମୋଟ ଦୁଇଟି ନାହାକା ଚକର ନିର୍ମାଣ ଶେଷ ହୋଇଥିବା ବେଳେ ଏବେ ତୁମ୍ବରେ ଅଖ ବିନ୍ଧା କାମ ଜାରି ରହିଛି । ଏହା ସହ ପଇବିନ୍ଧ କାମ ଚାଲିଥିବା ବେଳେ ଅନ୍ୟ ଚକ ପାଇଁ ତୁମ୍ବରେ!-->…
