କାଲି ଝାରସୁଗୁଡା ଭୋଟ : ସୁରକ୍ଷା ବ୍ୟବସ୍ଥା କଡାକଡି
ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ। ଏନେଇ ସମସ୍ତ ପୂର୍ବପ୍ରସ୍ତୁତି ଶେଷ ହୋଇଛି। ଅବାଧ, ନିରପେକ୍ଷ ଭୋଟଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୧୮୧୪ଜଣ ପୁଲିସ କର୍ମୀ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ୧୫୫ ଜଣ ପୁଲିସ ଅଧିକାରୀ, ୧୭ ପ୍ଲାଟୁନ୍ ସଶସ୍ତ୍ର!-->…
