Odia News Portal

ଜମ୍ମୁକାଶ୍ମୀରେ ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ଭୁସ୍ଖଳନ:୨ଦିନ ପାଇଁ ବନ୍ଦ ରହିବ ଅମରନାଥ ଯାତ୍ରା

ପ୍ରବଳ ବର୍ଷା ପାଇଁ ଅମରନାଥ ଯାତ୍ରା ସ୍ଥଗିତ । ପହଲଗାମ ଓ ବାଲଟାଲ ମାର୍ଗରେ ପ୍ରବଳ ବର୍ଷା ହେତୁ ଅମରନାଥ ଯାତ୍ରା ସ୍ଥଗିତ ରହିଛି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ସକାଳୁ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବାଲଟାଲ ଚନ୍ଦନୱାଡ଼ି ବେସ୍‌ କ୍ୟାମ୍ପରୁ ତୀର୍ଥଯାତ୍ରୀଙ୍କ ଗମନାଗମନ

ବନ୍ୟା ସ୍ଥିତ ନିୟନ୍ତ୍ରଣରେ, ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା ଦିଆଯିବ: ମୁଖ୍ୟମନ୍ତ୍ରୀ

ବନ୍ୟା ପ୍ରଭାବିତ ଜିଲ୍ଲା ଆକାଶ ମାର୍ଗରୁ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବନ୍ୟା ସ୍ଥିତ ନିୟନ୍ତ୍ରଣରେ ଅଛି। ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାରର ସହାୟତା ଦିଆଯିବ। ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

୩ଟି ଜିଲ୍ଲାର ୮ଟି ବ୍ଲକ ବନ୍ୟା ପ୍ରଭାବିତ: ମୁଖ୍ୟମନ୍ତ୍ରୀ

ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରବାବିତ ହୋଇଛି । କେନ୍ଦୁଝର ଜିଲ୍ଲା  ସେପରି ଭାବେ ପ୍ରଭାବିତ ହୋଇନାହିଁ । ମୋଟ ୮୧ଟି ଗାଁ, ୩୦ ହଜାର ଲୋକେ କ୍ଷତି ସହିଛନ୍ତି । ବନ୍ୟାସ୍ଥିତି ସମ୍ପୁଣ୍ଣ ନିୟନ୍ତ୍ରଣ ଭିତରେ ରହିଛି । ୧୦ ହଜାର ଲୋକଙ୍କୁ ଦୁଇ ବେଳା ରନ୍ଧା ଖାଦ୍ୟ ଯୋଗାଇ

କୋର୍ଟରେ ହାଜର ହେଲେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ

ପିଏ ଦେବ ନାରାୟଣ ପଣ୍ଡା ମୃତ୍ଯୁ ମାମଲାରେ ମାଲକାନଗିରି ଏସଡିଜେଏମ୍ କୋର୍ଟରେ ହାଜର ହେଲେ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ।ଆଜି ଏସଡିଜେଏମ୍ କୋର୍ଟରେ ଶୁଣାଣି ରହିଛି। ଏସଡିଜେଏମ୍ କୋର୍ଟରୁ ଉପର କୋର୍ଟକୁ ମାମଲା ସ୍ଥାନାନ୍ତର ହୋଇ ପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ. ତତ୍କାଳୀନ

ଆକାଶମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଉତ୍ତର-ଓଡ଼ିଶାରେ କେମିତି ରହିଛି ବନ୍ୟା ସ୍ଥିତି । ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ସ୍ଥିତି ଦେଖି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଏରିଏଲ ସର୍ଭେ କରିଥିବା ବେଳେ ସାଙ୍ଗରେ ଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ

ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ବୟାନ୍ ରେକର୍ଡ କରିଛି ପୁରୀ ପୁଲିସ

ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ବୟାନ୍ ରେକର୍ଡ କରିଛି ପୁରୀ ପୁଲିସ। କେସ୍ ର ତଦନ୍ତକାରୀ ଅଧିକାରୀଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଏବଂ ଜଣେ ମହିଳା ଡିଏସପି ପୀଡ଼ିତାର ବୟାନ ରେକର୍ଡ କରିଛନ୍ତି। ତେବେ ଦିଲ୍ଲୀର ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟ୍

ବିପଦ ସଙ୍କେତ ଉପରେ ବ୍ରାହ୍ମଣୀ: ୮୦ ହଜାର ଜଳବନ୍ଦି, ଜଣେ ମୃତ

ବ୍ରାହ୍ମଣୀ ନଦୀ‌ରେ ଦ୍ବିତୀୟଥର ବନ୍ୟା ଆସିବାରୁ ଶତାଧିକ ଗ୍ରାମର ୮୦ ହଜାର ଲୋକ ଜଳବନ୍ଦି ହୋଇଯାଇଛନ୍ତି। ଅଳଭାରେ ନଦୀର ବିପଦସଂକେତ ୧୬ ଫୁଟ ଥିଲା ବେଳେ ଆଜି ସନ୍ଧ୍ୟାସୁଦ୍ଧା ଜଳସ୍ତର ୧୭.୪ ଫୁଟରେ ପହଞ୍ଚିଛି। ଆଜି ବ୍ରାହ୍ମଣୀ ନଦୀରେ ଭାସିଯାଇ ଶ୍ରୀରାମପୁର ପଞ୍ଚାୟତ ପାଳପାଟଣା ଗ୍ରାମର

ସବୁ ଅଙ୍ଗନବାଡିର ହେବ ନିଜସ୍ୱ ଘର: ପ୍ରଭାତୀ

ରାଜ୍ୟର ସବୁ ଅଙ୍ଗନବାଡିର ନିଜସ୍ୱ ଘର ନିର୍ମାଣ କରାଯିବ । ଅଙ୍ଗନବାଡିରେ ପାଣି ଓ ବିଜୁଳି ବ୍ୟବସ୍ଥା କରାଯିବ ।  ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ସିଡିପିଓମାନେ ୬ ମାସରେ ଥରେ ସେଣ୍ଟର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ୬ ମାସରେ ଥରେ ସେଣ୍ଟର

ରାଜଧାନୀରୁ ମିଳିଲା ୩୦ କୋଟିର ମାରିଜୁଆନା

ରାଜଧାନୀରୁ ମିଳିଲା ୩୦ କୋଟିର ମାରିଜୁଆନା। ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଛି ହାଇଡ୍ରୋଫୋନିକ ୱିଡ ବା ମାରିଜୁଆନା I ବିମାନରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ କଷ୍ଟମସ ବିଭାଗ ମାରିଜୁଆନା ଜବତ କରିଛି। ଏହି ଘଟଣାରେ ୩ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ଜବତ ମାରିଜୁଆନାର

ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ଶେଷ ପର୍ଯ୍ୟାୟରେ ପୁଲିସ ତଦନ୍ତ

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ତଦନ୍ତ । ଆସନ୍ତାକାଲି ଦିଲ୍ଲୀରୁ ଫେରିବେ ପୁରୀ ଡିଏସ୍‌ପି ଓ ବଳଙ୍ଗା ଥାନା ଅଧିକାରୀ । ଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ବୟାନ ରେଡର୍କ କରିଛି ପୁଲିସ୍ । ବୟାନରେ