Odia News Portal

ସମ୍ବଲପୁର ପୁଲିସରେ ସାମିଲ ହେଲେ ୧୮୦ ଜଣ ନୂତନ ଗୃହରକ୍ଷୀ

ସମ୍ବଲପୁର ପୁଲିସରେ ସାମିଲ ହେଲେ ୧୮୦ ଜଣ ନୂତନ ଗୃହରକ୍ଷୀ। ରବିବାର ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ସମସ୍ତ ଗୃହରକ୍ଷୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ନିଯୁକ୍ତିରେ ୪୨ ଜଣ ଯୁବତୀ ରହିଥିବା ବେଳେ ୧୪୧ ଜଣ ଯୁବକ ରହିଥିବା ସମ୍ବଲପୁର ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି…

ଆତ୍ମସମର୍ପଣ କଲେ ୧୧ ମାଓବାଦୀ, ମାଓମୁକ୍ତ ହେଲା କଳାହାଣ୍ଡି ଜିଲ୍ଲା

ବିଜିଏନ ଡିଭିଜନ ହେଲା ଶକ୍ତି ଶୁନ୍ୟ । ଆତ୍ମସମର୍ପଣ କଲେ ୧୧ ମାଓବାଦୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡ଼ିଆ ଠାରେ ଓଡିଶା ପୋଲିସ ଦ୍ଵାରା ମାଓବାଦୀ ଆତ୍ମସମର୍ପଣ ସମାରୋହ ।  ଏଥିରେ ଓଡ଼ିଶା ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ୧୧ ଜଣ ମାଓବାଦୀ

ରାଜ୍ୟସଭା ଘୋଡ଼ାବେପାର ଚେତାବନୀ : ଦୁଇ ବିଜେଡି ବିଧାୟକଙ୍କୁ ସୋ କଜ ନୋଟିସ, କଂଗ୍ରେସ ବିଧାୟକଙ୍କୁ ପିସିସି ସଭାପତିଙ୍କ…

ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ । ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ ନାଁରେ କାରଣ ଦର୍ଶାଅ ନୋଟିସ ଜାରି । ନବୀନ ନିବାସରେ ଗତ ତିନିଦିନ ଧରି ହୋଇଥିବା ବୈଠକରେ ଅନୁପସ୍ଥିତ ଥିବାରୁ ନୋଟିସ ଜାରି ହୋଇଛି । ତିନିଦିନିଆ ବୈଠକରେ ଯୋଗ ଦେବାକୁ ହ୍ବିପ…

ମୟୁରଭଞ୍ଜରେ କାଳ ବୈଶାଖୀର ତାଣ୍ଡବ, ଉପୁଡିଲା ଗଛ ଓ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ମୟୁରଭଞ୍ଜରେ କାଳ ବୈଶାଖୀର ତାଣ୍ଡବ । ଏକ ଘଣ୍ଟା କାଳ ଘଡ଼ଘଡ଼ି ସହ ବର୍ଷା ଓ ପବନ । କାଳ ବୈଶାଖୀର ତାଣ୍ଡବରେ ଅଂଚଳରେ ନାହିଁ ନଥିବା କ୍ଷତି ହୋଇଛି । ବଡ ବଡ଼ ଗଛ ଉପୁଡି ପଡିବ ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି । ଘୁର୍ଣ୍ଣିଝଡ଼ରେ ପ୍ରାୟ 60 ରୁ ଉର୍ଦ୍ଧ୍ଵ ଘର ଭାଙ୍ଗିଛି…

ମହିଳାଙ୍କ ଏସିଡ୍‌ ମାଡ଼, ଯୁବକଙ୍କ ଆଖି ନଷ୍ଟ

ନିଶାସକ୍ତ ଯୁବକଙ୍କ ଉତ୍ପାତ ଅତିଷ୍ଠ କଲା। ତାଙ୍କ ଗାଳିଗୁଲଜ ଓ ବ୍ୟବହାର ଅସହ୍ୟ ହେବାରୁ ଯୁବକଙ୍କ ମୁହଁକୁ ଜଣେ ମହିଳା ଏସିଡ୍‌ ଫିଙ୍ଗିଦେଲେ। ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ସହର ୪ ନମ୍ବର ୱାର୍ଡ଼ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱାରସାହିର ବୁଡୁ ଦାସ…

ଇରାନର ଖର୍ଗ ଦ୍ୱୀପ ଉପରେ ଆକ୍ରମଣ କରିପାରେ ଆମେରିକା: ଚେତାବନୀ ଦେଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଚେତାବନୀ ଜାରି କରି କହିଛନ୍ତି ଯେ, ଆମେରିକା ଇରାନର ତୈଳ ସମୃଦ୍ଧ ଖର୍ଗ ଦ୍ୱୀପ ଉପରେ ଆକ୍ରମଣ କରିପାରେ। ସେ କହିଛନ୍ତି ଯେ ନିକଟରେ ହୋଇଥିବା ଆକ୍ରମଣରେ ଏହି ସୁବିଧା ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇସାରିଛି କିନ୍ତୁ ‘କେବଳ ମଜା ପାଇଁ’…

୨୨ ଭାରତୀୟ ଜାହାଜ ହର୍ମୁଜ୍‌‌ରେ ଅଟକି ରହିଛି: ୪ରେ ଅଶୋଧିତ ତେଲ-୬ରେ ଏଲ୍‌ପିଜି

ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ବଢ଼ୁଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ପ୍ରଭାବିତ ହୋଇଛି। ବିଶେଷକରି, ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ ବାଧାପ୍ରାପ୍ତ ହେବା ଯୋଗୁଁ ଶକ୍ତି କ୍ଷେତ୍ର ଗୁରୁତର ଭାବରେ ପ୍ରଭାବିତ ହୋଇଛି। ସମ୍ପ୍ରତି ଇରାନ କିଛି ଭାରତୀୟ ଜାହାଜକୁ…

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ବିଜେପି ଛାଡ଼ିଲେ ଜୀବନ ପ୍ରଦୀପ ଦାସ । ବିଜେପି ଛାଡ଼ିଲେ ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାବିଜେପିରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଛନ୍ତି । ରବୀନ୍ଦ୍ର ଜେନାଙ୍କ…

ରାସନକାର୍ଡ୍‌ରୁ ବଞ୍ଚିତ ୭ ହଜାର ହିତାଧିକାରୀ

ସୁନ୍ଦରଗଡ଼ ଜିଲ୍ଲାରେ ଏବେ ମଧ୍ୟ ହଜାର ହଜାର ଯୋଗ୍ୟ ହିତାଧିକାରୀ ରାସନ କାର୍ଡ୍‌ ପାଇବାରୁ ବଞ୍ଚିତ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସାମିଲ ହୋଇପାରିନଥିବାରୁ ଯୋଗ୍ୟ ପରିବାର ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ବାଧ୍ୟତାମୂଳକ ଇ-କେୱାଇସି ଯାଞ୍ଚ ମାଧ୍ୟମରେ ସାଧାରଣ ବଣ୍ଟନ…

ଗ୍ରୀଷ୍ମ ଆରମ୍ଭରୁ ଜଳିଲା ଜଙ୍ଗଲ, ସାଟ୍‌ଲାଇଟରେ ମିଳୁଛି ସୂଚନା

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଉଛି କନ୍ଧମାଳ ଜିଲ୍ଲା। ଏହି ଜିଲ୍ଲା ପାହାଡ଼ ପର୍ବତ ଘେରା ଅଂଚଳ।ଜଙ୍ଗଲରେ ପରିପୂର୍ଣ୍ଣ ସାରା ଜିଲ୍ଲାରେ ବ୍ୟାପିଛି ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଗଛର ବଣ। ଏହା ସହ ଆମ୍ବ, ପଣସ, ମହୁଲ ଗଛ ମଧ୍ୟ ଭରି ହୋଇ ରହିଛି।…