Odia News Portal

ରାଜ୍ୟ ବିଜେପିର ନୂଆ ସଭାପତି ହେଲେ ମନମୋହନ ସାମଲ

ବଦଳିଲେ ରାଜ୍ୟ ବିଜେପି ମୁଖିଆ । ନୁଆ ବିଜେପି ରାଜ୍ୟ ସଭାପତି ହେଲେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ । ମନମୋହନଙ୍କୁ ନିଯୁକ୍ତି ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନ ନେଲେ ମନମୋହନ ସାମଲ । ମନମୋହନ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ…

ବିଧାନସଭାରେ ଉପସ୍ଥାପନ ହେବ ନୂଆ ଆପର୍ଟମେଣ୍ଟ ମାଲିକାନା ଆଇନ

ଖୁବଶୀଘ୍ର ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ଆସିବ। ବୁଧବାର ଦିନ ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଉପସ୍ଥାପନ କରାଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ ନୂଆ ଆଇନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିସାରିଛି।…

ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା

ମହାନଦୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା। ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗ ଆଲୋଚନା ହେଉ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଦାବି ରଖିଥିଲେ। ବିଜେପି ମଧ୍ୟ କଂଗ୍ରେସ ସହିତ ସ୍ୱର ମିଳାଇଥିଲା। ଉଭୟ ଦଳର ସଦସ୍ୟ ଗୃହରେ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଅପରାହ୍ନ ୪ଟା…

ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାରଦିନ ରାଷ୍ଟ୍ରପତି ଭବନଠାରେ ବର୍ଷ ୨୦୨୩ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରି ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏଥର ୬ ଜଣ ପଦ୍ମବିଭୂଷଣ ପାଇଥିବାବେଳେ ୯ ଜଣ ପଦ୍ମଭୂଷଣ, ୯୧…

ରାଜଧାନୀରେ କୁକୁର ପୋଷିଲେ ମାନିବେ ନିୟମ

ପୋଷା କୁକୁରଙ୍କ ପାଇଁ ଏବେ ନୂଆ ମାର୍ଗଦର୍ଶିକା ଆଣିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ମାର୍ଗଦର୍ଶିକା ବୈଠକରେ ଆଲୋଚନା ହୋଇଛି । ଆପତ୍ତି ଓ ପରାମର୍ଶ ପରେ ଚିଠାପ୍ରସ୍ତାବ ଚୂଡାନ୍ତ ହୋଇଛି । ନୂଆ ମାର୍ଗଦର୍ଶିକା ଅନୁସାରେ,-ବିନା ଟ୍ୟାଗରେ ମାଲିକ କୁକୁରଙ୍କୁ ବାହାରକୁ ଆଣିପାରିବେ…

ଦୁର୍ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ…

ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ…

ରାଜ୍ୟରେ ନିଯୁକ୍ତି ହେବେ ୫୩ ହଜାର ଶିକ୍ଷକ

ରାଜ୍ୟରେ ସମୁଦାୟ ୫୩ ହଜାର ଶିକ୍ଷକ ନିଯୁକ୍ତି ହେବେ । ସେଥିମଧ୍ୟରୁ ୨୦୨୬ଜଣଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଗୃହରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର । ୨୦୬୪ କିରାଣି ନିଯୁକ୍ତି ପାଇଁ ମଧ୍ୟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ହାଇସ୍କୁଲରେ ଅତିରିକ୍ତ…

ବିଧାନସଭାରେ ମହାନଦୀ ତାତି

ମହାନଦୀ ଜଳସଂକଟ ନେଇ ବିଧାନସଭାରେ ସରଗରମ ସ୍ଥିତି । ଆଜି ବିଶ୍ୱ ଜଳ ଦିବସରେ ମହାନଦୀରେ ଶୁଖିଗଲାଣୀ କହିଲେ ଦେବି ମିଶ୍ର । ଏନେଇ ଗୃହରେ ହାଲୋଚନା ପାଇଁ ବାଚସ୍ପତିଙ୍କ ରୁଂଲି ଦାବି କଲେ । କେନ୍ଦ୍ର ବିରୋଧରେ ନାରା ଦେଇ ରୁଂଲି ପାଇଁ ଅଡିବସିଲେ ଶାସନ ସଦସ୍ୟ । ମହାନଦୀ ଜଳ ସଂରକ୍ଷଣ ପାଇଁ…

ଆଜେକ୍ସ ମୃତ୍ୟୁ ପଛରେ ବ୍ରେକଅପ୍‌

ଡିଜେ ଆଜେକ୍ସ ମୃତ୍ୟୁରେ ଟୁଇଷ୍ଟ । ଆସିଲା ରୋଚତ ତଥ୍ୟ । ମୃତ୍ୟୁ ପଛରେ ବ୍ରେକଅପ କାରଣ ଥାଇପାରେ ବୋଲି ବଢିଲା ସନ୍ଦେହ । ଆଜେକ୍ସ ସହ ବାନ୍ଧବୀ ଜିଜ୍ଞାସାରା ବ୍ରେକଅପ ହୋଇଥିଲା । ଅନ୍ୟ ଗଣେ ଯୁବତୀଙ୍କ ସହ ସର୍ମ୍ପକ ଜାଣିବା ପରେ ବିବାଦ ଉପୁଜିଥିଲା । ସତ୍ୟାସତ ଜାଣିବ ପାଇଁ ଉଭୟ ଆଜେକ୍ସ ସହ…

କେନ୍ଦ୍ରକୁ ଜବାବ ମାଗିଲେ ଅରୁଣ ସାହୁ

ଚାଷରୁ ଘର, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରଶ୍ନ କଲେ ବିଜେଡି ବିଧାୟକ ଅରୁଣ ସାହୁ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର କୁଆଡ଼େ ଗଲା ବୋଲି ସେ କେନ୍ଦ୍ରକୁ ପଚାରିଛନ୍ତି l ଗୃହରେ ମହାନଦୀ ପ୍ରସଙ୍ଗ ଉଠାନ୍ତୁ l ବିଜେପି ସାଂସଦ କୁଆଡେ ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି l ସେହିପରି ମହାନଦୀ…