Odia News Portal

ବିଧାନସଭାରେ ମହାନଦୀ ତାତି

ମହାନଦୀ ଜଳସଂକଟ ନେଇ ବିଧାନସଭାରେ ସରଗରମ ସ୍ଥିତି । ଆଜି ବିଶ୍ୱ ଜଳ ଦିବସରେ ମହାନଦୀରେ ଶୁଖିଗଲାଣୀ କହିଲେ ଦେବି ମିଶ୍ର । ଏନେଇ ଗୃହରେ ହାଲୋଚନା ପାଇଁ ବାଚସ୍ପତିଙ୍କ ରୁଂଲି ଦାବି କଲେ । କେନ୍ଦ୍ର ବିରୋଧରେ ନାରା ଦେଇ ରୁଂଲି ପାଇଁ ଅଡିବସିଲେ ଶାସନ ସଦସ୍ୟ । ମହାନଦୀ ଜଳ ସଂରକ୍ଷଣ ପାଇଁ ରାଜ୍ୟ କଣ କରିଛି ବୋଲି ପଚାରିଲେ ଜୟନାରାୟଣ ମିଶ୍ର । ରାଜ୍ୟ ସରକାର ଅନ୍ୟକୁ ଦୋଷ ଦେଇ ବାହାବା ମାରୁଛନ୍ତି ବୋଲି କହିଲେ । ମହାନଦୀ ନେଇ ଜନସଂପଦ ମନ୍ତ୍ରୀ ବିବୃତି ଦେବାକୁ ରୁଲିଂ ଦେଲେ ବାଚସ୍ପତି ।