Odia News Portal

ନିଆରା ଢଙ୍ଗରେ ବିଭାଘରରେ ବରକୁ ସ୍ୱାଗତ କଲେ ଶ୍ୱଶୁର ଘର

ସାଧାରଣତଃ ବର ବରଯାତ୍ରୀ ନେଇ କନିଆଁ ଦୁଆରେ ପହଞ୍ଚିବା ପରେ ବାଟବରଣ ହୁଏ। ଏହାପରେ ଫୁଲ ଚନ୍ଦନ ଓ କୁଙ୍କୁମ ଦେଇ କନିଆଁ ଘର ଲୋକେ ବରକୁ ସ୍ୱାଗତ କରନ୍ତି। କିନ୍ତୁ ଏଠି କଥା ପୂରା ଓଲଟା। ବରକୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଛନ୍ତି ଶାଶୁ ଶ୍ୱଶୂର। ନିଜ ଜ୍ୱାଇଁ ମୁହଁରେ ମିଠା ଦେବା ବଦଳରେ

ମହିଳା ବିଶ୍ୱକପ ଟି-୨୦; ୬ ରନରେ ହାରିଲା ଇଂଲଣ୍ଡ, ଫାଇନାଲରେ ଦକ୍ଷିଣଆଫ୍ରିକା-ଅଷ୍ଟ୍ରେଲିଆ

ଗ୍ରୁପ୍‌-୨ରେ ଅପରାଜେୟ ଇଂଲଣ୍ଡ ଏବଂ ଗ୍ରୁପ୍‌-୧ରେ ୨ ଲେଖାଏ ବିଜୟ ଓ ପରାଜୟ ସହ ଦ୍ବିତୀୟ ସ୍ଥାନ ପାଇଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୁକ୍ରବାର ଖେଳାଯାଇଥିଲା ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌। ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ୬ ରନ୍‌ରେ ପରାସ୍ତ କରି

‘ଭାରତ ଯୋଡ଼ୋ ଯାତ୍ରା’ ସହିତ ମୋ ‘ଇନିଙ୍ଗସ୍‌’ର ପରିସମାପ୍ତି ଘଟିପାରେ; ସୋନିଆ ଗାନ୍ଧୀ

‘ଭାରତ ଯୋଡ଼ୋ ଯାତ୍ରା’ ସହିତ ମୋ ‘ଇନିଙ୍ଗସ୍‌’ର ପରିସମାପ୍ତି ଘଟିପାରେ ବୋଲି ରାଜନୀତିରୁ ଅବସର ଗ୍ରହଣ କରିବା ଆଭାସ ଦେଇ ଆଜି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଛନ୍ତି। ଛତିଶଗଡ଼ର ରାଜଧାନୀ ରାୟପୁରରେ ଚାଲିଥିବା କଂଗ୍ରେସର ୩ଦିନିଆ ମାନସମନ୍ଥନ କନ୍‌କ୍ଲେଭ୍‌ରେ ଉପସ୍ଥିତ ୧୫,୦୦୦

ସମ୍ପୂର୍ଣ୍ଣ ନୂଆ ରୂପରେ ଓ ରଙ୍ଗରେ ସଜ୍ଜିତ ହେଉଛି ଗୌରବମୟ ଡାକୋଟା ବିମାନ

ଇତିହାସ ବର୍ଣ୍ଣିତ ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶକୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ରଖାଯାଇଛି। ଦୁଇଟି ଚକ ସହ ବିଜୁ ବାବୁଙ୍କ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପିତ କରାଯାଇଛି। ଆସନ୍ତା ସୋମବାର ଭିତରେ ଫ୍ୟୁଜ ଲେସ

ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ସରକାରୀ ସ୍କୁଲ ପିଲାଙ୍କୁ ବି ମିଳିବ ନୋଟବୁକ

ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟବୁକ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୋଟବୁକରେ ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ, ଯାହାଫଳରେ ଅଭିଭାବକମାନେ

ତୁର୍କୀ ସିରିଆ ଭୂମିକମ୍ପ; ବଢୁଛି ମୃତ୍ୟୁ ସଂଖ୍ୟା

ତୁର୍କୀ ଓ ସିରିଆରେ ବିନାଶକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫୦ ହଜାର ଅତିକ୍ରମ କରିଛି। ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ତୁର୍କୀରେ ପ୍ରାୟ ୨ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଛି। ଏହାସହ ଦେଢ ଲକ୍ଷ ଲୋକେ ବାସହରା

ଦୁଇଦିନିଆ ଭାରତ ଗ୍ରସ୍ତରେ ଜର୍ମାନ ଚାନସେଲର ଓଲାଫ୍ ସୋଲସ୍

ଦୁଇ ଦେଶ ମଧ୍ୟରେ ତ ଆଗରୁ ସୁସମ୍ପର୍କ ରହିଛି ଏବଂ ମୋର ଏହି ଦୁଇଦିନିଆ ଗସ୍ତ ତାହାକୁ ଆହୁରି ସୁଦୃଢ଼ କରିବ ବୋଲି ଆଜି ଭାରତରେ ପହଞ୍ଚିଥିବା ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୋଲସ୍ କହିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋଲସ୍ ଙ୍କୁ ପାଛୋଟି ନେଇଥିଲେ।

ପୁଲିସ ଓ ନକ୍ସଲଙ୍କ ଗୁଳି ବିନିମୟ; ୩ ସୁରକ୍ଷା କର୍ମଚାରୀ ସହିଦ

ଆଜି ସକାଳେ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୩ଜଣ ‘ଡିଷ୍ଟ୍ରିକ୍ଟ୍‌ ରିଜର୍ଭ ଗାର୍ଡ’ (ଡିଆର୍‌ଜି) କର୍ମଚାରୀ ସହିଦ ହୋଇଛନ୍ତି ବୋଲି ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛି। ଗୁଳି ବିନିମୟ ସମୟରେ ‘ଏଏସ୍‌ଆଇ’ ରାମୁରାମ ନାଗ, ସହକାରୀ

ପିଆଜର ଅଭାବୀ ବିକ୍ରି; ୫୧୨ କେଜି ପିଆଜକୁ ମାତ୍ର ୨ ଟଙ୍କା

ଚାଷ କାମ ଯାହାର କି ଆନନ୍ଦ ତାହାର। ସମ୍ଭବତଃ ଏହି ଲୋକକଥାଟି ଭୁଲ ପ୍ରମାଣିତ ହେବାରେ ଲାଗିଛି। ଦେଶର ଚାଷୀମାନେ କେମିତି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି, ସେକଥା ସମସ୍ତେ ଜାଣିଛନ୍ତି। ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଚାଷୀଙ୍କ କଥା ଚିନ୍ତା କରୁଥିବା କହୁଥିଲେ ହେଁ ସେମାନଙ୍କ

ୟୁକ୍ରେନକୁ ଧ୍ୱଂସ କରିବାରୁ ରୁଷକୁ ସମ୍ଭବତଃ ଭାରତ ଓ ଚୀନ ହିଁ ରୋକିଛନ୍ତି – ବ୍ଲିଙ୍କେନ

ପରମାଣୁ ଅସ୍ତ୍ର ପ୍ରୟୋଗ କରି ୟୁକ୍ରେନ୍‌କୁ ଧ୍ବଂସ କରିବାରୁ ରୁଷ୍‌କୁ ସମ୍ଭବତଃ ଭାରତ ଓ ଚୀନ୍‌ କ୍ଷାନ୍ତ କରାଇଛନ୍ତି ବୋଲି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ସେ କହିଛନ୍ତି, ଭାରତ ଓ ଚୀନ୍‌ ବିରୋଧ କରି ନ ଥିଲେ, ଯୁଦ୍ଧର ଅବସାନ ଘଟାଇବା ଲାଗି ରୁଷୀୟ