Odia News Portal

ଅଟକିଲା ଵିଜୟ ରଥ, ଇଂଲଣ୍ଡ ଠାରୁ ହାରିଗଲା ଟିମ୍ ଇଣ୍ଡିଆ

ବର୍ମିଂହାମ୍ : ବିଶ୍ବକପରେ ଆଜି କଡ଼ା ସଂଘର୍ଷ କରି ଇଂଲଣ୍ଡ ଠାରୁ ହାରିଗଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ୩୧ ରନରେ ଜିତି ସେମିଫାଇନାଲରେ ପ୍ରବେଶ ଆଶକୁ ଉଜ୍ଜୀବିତ କରିଛି । ୩୩୮ ରନର ବଡ଼ ସ୍କୋର ପିଛା କରି ଭାରତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୬ ରନ୍ କରିପାରିଛି । ୩୫ ଓଭର ବେଳକୁ ଭାରତ ୨ ୱିକେଟରେ…

ଏଣିକି ଦେଶର ଯେ କୌଣସି ସ୍ଥାନରେ ହିତାଧିକାରୀ ପାଇପାରିବେ ରେସନ

ନୂଆଦିଲ୍ଲୀ() ଜୁଲାଇ ୧ରୁ ଲାଗୁହେବ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ଯୋଜନା। ଦେଶର ଯେ କୌଣସି ସ୍ଥାନରେ ହିତାଧିକାରୀ ସେହି ଗୋଟିଏ କାର୍ଡରୁ ପାଇପାରିବେ ରେସନ । ଯେ କୌଣସି ରେସନ ଦୋକାନରୁ ଉଠାଇ ପାରିବେ ଚାଉଳ ଓ ଗହମ । ୨୦୨୦ ଜୁଲାଇ ୧ ତାରିଖରୁ ସାରା ଦେଶରେ ଲାଗୁହେବ ଏହି ନିୟମ । ଜାତୀୟ…

ରଥଯାତ୍ରା ପାଇଁ ପୋଲିସ ଅଧିକାରୀଙ୍କ ବୈଠକ

ପୁରୀ()  ୩ ଦିନ ପରେ ବିଶ୍ବପ୍ରସିଦ୍ଧ ଘେ।ଷଯାତ୍ରା ।ଏଥି ପାଇଁ ଆଜି ପେ।ଲିସ ଡ଼ିଜି ଆର. ପି ଶର୍ମା, ରାଜ୍ୟର ସବୁଠାରୁ ବଡ଼ ବନ୍ଦେ।ବସ୍ତର ସମୀକ୍ଷା କରିଛନ୍ତି । ୧୫୦ରୁ ଅଧିକ ପ୍ଲାଟୁନ୍ ଫେ।ର୍ସ ସହ ସିଆରପିଏଫ, ଆର.ଏ.ଏଫ ଭଳି କେନ୍ଦ୍ରୀୟ ଫେ।ର୍ସ ମୃତୟନ କରାଯିବ । ସଂପୁର୍ଣ୍ଣ ରଥଯାତ୍ରାକୁ…

ବେୟାରଷ୍ଟୋଙ୍କ ଶତକ

ଚଳିତ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆୟୋଜକ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି । ବର୍ମିଂହାମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ପ୍ରଥମରୁ ଭାରତ ଖରାପ ବୋଲିଂ ପ୍ରଦର୍ଶନ କରିଛି ।…

ସୁସ୍ଥ ହେଉଛନ୍ତି ଶ୍ରୀଜିଉ

ପୁରୀ ()   ଅଣସର ଘରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଲାଗି ପାଇଁ ରୁପା ଥାଳିରେ କରାଳ ଚନ୍ଦନ ରାଜପ୍ରାସାଦ ନିଆଯାଇଥିଲା । ଗୁପ୍ତନୀତି ସରିବା ପରେ ରାଜପ୍ରାସାଦ ବିଜେ ନୀତି ସମ୍ପନ୍ନ ହୋଇଥିଲା ।…

ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା

ଭୁବନେଶ୍ବର()   ମାଡି ଆସୁଛି ବଡ ବର୍ଷା। ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୩ଦିନ ଧରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା। ଲଘୁଚାପ ପ୍ରଭାବରେ ମହାନଦୀ…

ଅଭାବନୀୟ ଘଟଣା : ୨ ଶିଶୁଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମା

ମାଲକାନଗିରି :  ନିଜର ୨ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମା । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଗୋରେଇଗୁଡା ଗାଁରେ । ସୀତା ମାଡକାମି ନାମକ ଜଣେ ମହିଳା ତାଙ୍କର ଦୁଇ ପୁଅଙ୍କୁ ବିଷ ଦେଇ ନିଜେ ମଧ୍ୟ ବିଷ ପିଇ ଦେଇ ଆତ୍ମହତ୍ୟା କରିଛନ୍ତି । ୨…

ଆରମ୍ଭ ହେଲା ଅମରନାଥ ଯାତ୍ରା

ଆରମ୍ଭ ହେଲା ଅମରନାଥ ଯାତ୍ରା । ଜମ୍ମୁ ବେସ୍ କ୍ୟାମ୍ପରୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଯାତ୍ରା ଅନନ୍ତନାଗ ଜିଲ୍ଲାର ପାରମ୍ପରିକ ପହଲଗାମ ମାର୍ଗ ଓ ଗାନ୍ଦେରବେଲ ଜିଲ୍ଲାର ବାଲଟାଲ ମାର୍ଗରୁ ଆରମ୍ଭ ହୋଇଛି । ଏଠାରୁ ବାହାରୁଥିବା ଶ୍ରଦ୍ଧାଳୁ…

ଆକ୍ସନ ମୁଡ୍‌ରେ ବିଧାୟକ ! ବସଷ୍ଟାଣ୍ଡ କିଛି ସମୟ ପାଇଁ ପାଲଟିଗଲା କାର୍ଯ୍ୟାଳୟ

ନୟାଗଡ଼ : ରାସ୍ତା କଡ଼ରେ ଚଉକି ପଡ଼ିଲା, ଟେବୁଲ ଉପରେ କଲମ, କାଗଜ ଓ ଅନ୍ୟାନ୍ୟ ଜରୁରୀ ଉପକରଣ ରହିଲା। ଖୋଲା ସ୍ଥାନ କିଛି ସମୟ ପାଇଁ ପାଲଟିଗଲା ବିଧାୟକଙ୍କ କାର୍ଯ୍ୟାଳୟ। ଆଉ ସେଇ ଅସ୍ଥାୟୀ କାର୍ଯ୍ୟାଳୟରେ ବିଧାୟକଙ୍କୁ ଦୁଃଖ ଜଣାଇବାକୁ ଘେରି ରହିଥିଲେ ଶତାଧିକ ଜନତା। ଆଜି ଏମିତି କିଛି ଦୃଶ୍ୟ…

ଆପଣାନ୍ତୁ ଏହି ୫ଟି ଟିପ୍ସ ; କଳା ଓଠ ହେବ ଗୋଲାପି

ମୁହଁର ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ଓଠ । ଓଠ କଳା ପଡିବା ଦ୍ବାରା ମୁହଁର ସୌନ୍ଦର‌୍ୟ୍ୟ ନଷ୍ଟ ହୋଇଥାଏ । ଓଠ କଳା ହେବାର ବିଭିନ୍ନ କାରଣ ରହିଛି । ଜୀବନଶୈଳୀରେ ପରିବର୍ତ୍ତନ, ସୂର‌୍ୟ୍ୟ କିରଣର ପ୍ରଭାବ, କେମିକାଲ ଯୁକ୍ତ ପ୍ରସାଧନ ସାମଗ୍ରୀର ବ୍ୟବହାର ଏବଂ ମାଦକ ଦ୍ରବ୍ୟର ବ୍ୟବହାର କାରଣରୁ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.
Опытные игроки не держат ненужные предметы без дела: кейсы, апгрейд и обмен позволяют превратить недорогие скины в более ценные, а быстрый вывод в Steam и покупка внутриигровой валюты упрощают игровой процесс. Сервис ruster gg предлагает сравнить варианты, выбрать нужный предмет и мгновенно вывести его в Steam, избавив от лишних поисков и усилий.