ରାଜସ୍ଥାନ ସକିରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରି ଦୌଡିଲେ ଲୋକ
ସକାଳୁ ସକାଳୁ ରାଜସ୍ଥାନ ସିକର ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଯୋଗୁଁ ଲୋକେ ଭୟଭୀତ ହୋଇଯାଇଥିଲେ । ଘରୁ ବାହାରି ଦୌଡିଥିଲେ ଲୋକ । ଏନଏସସି ମୁତାବକ, ଭୂକମ୍ପ ଝଟକା ଆଜି ସକାଳ ୬.୩୨ ମିନିଟରେ ହୋଇଥିଲା । ଏହାର ତୀବ୍ରତା ୩.୫ ରିକ୍ଟର ରହିଥିଲା । ସ୍ଥାନୀୟ ଲୋକଙ୍କ…
