ଶିଶୁକନ୍ୟା ଦୁଷ୍କର୍ମର ଶିକାର, ଅଭିଯୁକ୍ତ ନାବାଳକକୁ ଥାନାରେ ପଚରାଉଚରା
ପାଟକୁରା ଥାନା ନିକଟବର୍ତ୍ତୀ ଅଂଚଳରେ ଏକ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଛି। ଏ ସମ୍ପର୍କରେ ପୀଡ଼ିତା ଶିଶୁକନ୍ୟାଙ୍କ ପରିବାର ତରଫରୁ ଆଜି ପାଟକୁରା ଥାନାରେ ଏକ ଅଭିଯୋଗ କରାଯାଇଛି। ପାଟକୁରା ଥାନା ଆଇଆଇସି ମହମ୍ମଦ ଜମସେଦ ଥାନାରେ ୫୦/୨୦୨୬ ନମ୍ବରରେ ଏକ ମାମଲା ରୁଜୁ…
