Odia News Portal

ପୁରୁଣା ଦୁର୍ଗାପୂଜା କମିଟିଗୁଡ଼ିକୁ ଆର୍ଥିକ ସହାୟତା ଦେବେ ସରକାର

ପାର୍ବଣ ଋତୁ ପୂର୍ବରୁ ଦୁର୍ଗାପୂଜା ଆୟୋଜକମାନଙ୍କୁ ଉତ୍ସାହିତ କରିବାର ଏକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟ ସାରା ଦୁର୍ଗା ପୂଜା କମିଟିଗୁଡ଼ିକୁ ଆର୍ଥିକ ସହାୟତା ଦେବା ବିଷୟରେ ଚିନ୍ତା କରୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ବିଭିନ୍ନ ଜିଲ୍ଲାର…

ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି: ଈରାଶିଷ ଆଚାର୍ଯ୍ୟ

ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଆଲୋଚନାକୁ ଆସିବାକୁ ଚାହୁଁନାହାନ୍ତି। ସେମାନଙ୍କ ପୋଲ ଖୋଲିଯିବ ବୋଲି ସେମାନେ ଗୃହ ଚଳାଇ ଦେଉନାହାନ୍ତି। ଆଜି ସୁଯୋଗ ଥିଲା ସାର ଅଭାବ…

ପରଲୋକରେ ପୂର୍ବତନ ବିଧାୟକ ଜର୍ଜ ତିର୍କି, ବିଧାନସଭାରେ ଦିଆଗଲା ଗାର୍ଡ ଅଫ୍ ଅନର୍

ପରଲୋକରେ ପୂର୍ବତନ ବିଧାୟକ ଜର୍ଜ ତିର୍କି, ବିଧାନସଭାରେ ଦିଆଗଲା ଗାର୍ଡ ଅଫ୍ ଅନର୍ ପରଲୋକରେ ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ପରଲୋକ । ଗତ କିଛି ମାସ ଧରି ଅସୁସ୍ଥ ଥିଲେ ଜର୍ଜ ତିର୍କି । ତେବେ ଚିକିତ୍ସାଧୀନ ଅବସ୍ଥାରେ…

ପ୍ରତିଦିନ ରାତିରେ ଖାଆନ୍ତୁ ଗୁଜୁରାତି, ମିଳିବ ଜବରଦସ୍ତ ଫାଇଦା

ଗୁଜୁରାତିର ବ୍ଯବହାର ପ୍ରତ୍ଯେକ ଘରେ କରାଯାଇଥାଏ। ଦେଖିବାକୁ ଗଲେ ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ରହିଥାଏ ଗୁଜୁରାତି। କେତେବେଳେ ଏହାକୁ ଚା ବନାଇବାରେ ତ କେତେବେଳେ ତରକାରୀରେ ବ୍ଯବହାର କରାଯାଇଥାଏ। ବେଳେବେଳେ ଏହାକୁ ମାଉଥଫ୍ରେସନର ଭାବେ ମଧ୍ୟ ବ୍ଯବହାର କରାଯାଇଥାଏ। ତେବେ ଆପଣ ଯେଉଁଭାବେ…

ଶୋକ ପ୍ରସ୍ତାବ ଆଗତ ପରେ ବିଜେଡିର ନାରାବାଜି, ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗ‌ତ ନେତା ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଶୋକ ପ୍ରସ୍ତାବକୁ…

ବ୍ରହ୍ମପୁର ଅଭିମୁଖେ ପୁଲିସ ଡିଜି: ଗୁରୁତର ଯବାନଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା…

ବ୍ରହ୍ମପୁର ଏମକେସିଜି ଅଭିମୁଖେ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ। ସେ ହସ୍ପିଟାଲରେ ଗୁରୁତର ଏସ୍‌ଓଜି ପ୍ରେମସିଂହ ମାଝୀଙ୍କୁ ଭେଟିବେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିବା ସହ ଚିକତ୍ସା ବ୍ୟବସ୍ଥା ସଂପର୍କରେ ଅବଗତ…

ପୁଣି ସପିଂ ମଲ୍ ପାର୍କିଂ ଶୋଷଣ: ବାଇକ୍ ୧୦, କାର୍‌ ୨୦ ଟଙ୍କା

ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟବସାୟ କରିବେ ଓ କୋଟି କୋଟି ଲାଭ ନେବେ। ଅଥଚ ଯେଉଁ ଗ୍ରାହକ ଏହି ବ୍ୟବସାୟିକ ପ୍ରତିଷ୍ଠାନକୁ ଲାଭବାନ କରୁଛନ୍ତି, ସେମାନେ ପାର୍କିଂ ଫି’ ଗଣିବେ। ଭୁବନେଶ୍ବରର ଜଣାଶୁଣା ବଡ଼ ବଡ଼ ସପିଂ ମଲ୍‌ମା‌ନେ ପାର୍କିଂ ଫି’ ନାଁରେ ପୁଣିଥରେ ଗ୍ରାହକ ଶୋଷଣ ଆରମ୍ଭ…

କ୍ୟାମ୍ପସରେ ଛାତ୍ରୀ ଅସୁରକ୍ଷିତ: ୧୫ ମାସରେ ବିଶ୍ବବିଦ୍ୟାଳୟରେ ୨୦ ଅଭିଯୋଗ

୨୦୨୪ ଜୁନ୍‌ ୧୨‌ରେ ବିଜେପି ସରକାର କ୍ଷମତାକୁ ଆସିଥିଲା। ଇତିମଧ୍ୟରେ ୧୫ ମାସ ଅତିକ୍ରମ କରିଥିବା ନୂଆ ସରକାରରେ ବିଶ୍ବବିଦ୍ୟାଳୟ ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। କେଉଁ କ୍ୟାମ୍ପସରୁ ମାନସିକ ନିର୍ଯାତନା ଅଭିଯୋଗ ତ ଆଉ କେଉଁଠି ଶାରୀରିକ ନିର୍ଯାତନାର ଅଭିଯୋଗ ଆସୁଛି। ଏହି ସମୟ…

ଫରେଷ୍ଟର୍‌ରୁ କୋଟିପତି ରେଞ୍ଜର୍‌, ଅଫିସ୍‌ ସମେତ ୯ଟି ସ୍ଥାନରେ ଚଢ଼ଉ

୨୦୦୭ରେ ‌ଫରେଷ୍ଟର୍‌ ଭାବେ ଆରମ୍ଭ କରିଥିଲେ ଚାକିରି ଜୀବନ। ୨୦୧୮ରେ ଡେପୁଟି ରେଞ୍ଜର୍‌ ପଦୋନ୍ନତି ପାଇଥିଲେ। ଚାକିରିକୁ ୧୮ବର୍ଷ ବିତିଥିବା ବେଳେ ଏହା ଭିତରେ ଠୁଳ କରିଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି। ୫ଟି ମୂଲ୍ୟବାନ କୋଠା, ୯ ପ୍ଲଟ୍‌, ୨୮ ଲକ୍ଷ ବ୍ୟାଙ୍କ ଜମା ସହ ୨୬୩ ଗ୍ରାମ…

ମହାଳୟା ପାଇଁ ସମଲେଶ୍ବରୀ ମନ୍ଦିରରେ ପ୍ରସ୍ତୁତି: ଅଢ଼େଇ ଦିନ ରହିବ ମା’ଙ୍କ ଧବଳମୁଖୀ ବେଶ

ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଟ୍ରଷ୍ଟବୋର୍ଡ ଓ ପୂଜକମାନଙ୍କ ମିଳିତ ବୈଠକରେ ଦର୍ଶନ ସମୟ ନିର୍ଘଣ୍ଟ କରାଯାଇଛି। ମହାଳୟା ଦିନ ଭୋର ୪ଟା ୩୦ରେ ମା’ଙ୍କର ମଙ୍ଗଳ ଆଳତି କରାଯିବ। ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଭକ୍ତମାନଙ୍କ ଦର୍ଶନ ପାଇଁ ମନ୍ଦିର…