Odia News Portal

ହ୍ୟୁମାନଙ୍କ ନାମରେ ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ

ବିବାଦ ଘେରରେ ଓଲିଉଡର ଆଗ ଧାଡିର ଗାୟକ ହ୍ୟୁମାନ ସାଗର । ହ୍ୟୁମାନ ସାଗରଙ୍କ ନାମରେ ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ । ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ସ୍ତ୍ରୀ । ନ୍ୟାୟ ପାଇଁ କଟକ ଡିସିପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ପତ୍ରରେ ତାଙ୍କ

ରାଜ୍ୟରେ ହେବ ଶାଶୁ-ବୋହୂ ସମ୍ମିଳନୀ

ରାଜ୍ୟରେ ଖୁବଶୀଘ୍ର ଶାଶୁ-ବୋହୂ ସମ୍ମିଳନୀ କରାଯିବ । ଓଡ଼ିଶାରେ ପରିବାର ନିୟୋଜନ ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟ ସରକାର ଏହି ସମ୍ମିଳନୀ ଆୟୋଜନ କରିବେ । ଏହି ସମ୍ମିଳନୀ ବର୍ଷକୁ ଦୁଇଥର ହେବ । ଏହି ସମ୍ମିଳନୀ ଆୟୋଜନ କରିବା ଦାୟିତ୍ୱ ଆଶାକର୍ମୀଙ୍କ ଉପରେ ନ୍ୟସ୍ତ ହୋଇଛି । ସମ୍ମିଳନୀରେ

ଏଣିକି ଡ୍ରାଇଭିଂ ଲାଇସେନ୍‌ସ ଆବେଦନ ବେଳେ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

ଏଣିକି ଡ୍ରାଇଭିଂ ଲାଇସେନ୍‌ସର ଆବେଦନ ବେଳେ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ। ଜାନୁଆରୀ ୨୬ରୁ ଡିଏଲ ନବୀକରଣ କିମ୍ବା ଲର୍ଣ୍ଣର୍ସ ଲାଇସେନ୍‌ସ ପାଇଁ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ। ସିଏମଭିଆର, ୧୯୮୯ ଅନୁଯାୟୀ ୪୦ବର୍ଷରୁ ଅଧିକ ବୟସର ଆବେଦନକାରୀଙ୍କ ପାଇଁ ଫର୍ମ 1Aରେ ଏକ ଡାକ୍ତରୀ

ଆସୁଛି ବର୍ଷା, ଦୁଇଦିନ ଘନ କୁହୁଡ଼ି

ଆସୁଛି ବର୍ଷା । ଆସନ୍ତାକାଲି ଓ ୧୮ ତାରିଖ ଦୁଇ ଦିନ ପାଇଁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଦୁଇଦିନ ପାଇଁ ଘନ କୁହୁଡ଼ି ଦେଖାଯିବା ନେଇ ସତର୍କ ସୂଚନା ମଧ୍ୟ ଜାରି ହୋଇଛି । ଉତ୍ତର ଓଡ଼ିଶାର କିଛି

୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହର ବାହାରେ ସ୍ଥାନାନ୍ତର ହୋଇଥିବାରୁ ଏହାକୁ ବିରୋଧ କରାଯାଉଛି । ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବାକୁ ଦାବି ହୋଇଛି । ବନ୍ଦକୁ ସହରବାସୀ ଓ ସ୍ଥାନୀୟ ଲୋକ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ପିକେଟିଂ କରାଯାଉଥିବା

ଓଡ଼ିଶାରେ ଲଞ୍ଚ ହେଲା ଗ୍ରୀଡ ସବ୍‌ଷ୍ଟେସନ

୫ଟି ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ ହୋଇଯାଇଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଗ୍ରିଡ ଷ୍ଟେସନ ଲୋକାର୍ପିତ କରିଛନ୍ତି। ଏଥିପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ବାରା ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେବେ। ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଦ୍ୟୁତ

ଆଜି କେନ୍ଦ୍ରରୁ ଆସିବ ଟିକା, ୧୯ରୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଆସନ୍ତା ୧୯ ତାରିଖରୁ ରାଜ୍ୟରେ ପୁଣି କୋରୋନା ଟିକାକରଣ ଆରମ୍ଭ ହେବ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯିବ। ଆଜି କେନ୍ଦ୍ର ସରକାର ରାଜ୍ୟକୁ ୧ ଲକ୍ଷ କୋଭିସିଲ୍ଡ ଟିକା ପଠାଇବେ। ଟିକା ଆସିବା ପରେ ସବୁ ଜିଲ୍ଲାକୁ ଭାଗ କରି

ଛୁଆକୁ ମାରି ସାବତ ମା’ର ଆତ୍ମହତ୍ୟା ଘଟଣା, ଗିରଫ ସ୍ବାମୀକୁ ଆଜି କରାଯିବ କୋର୍ଟ ଚାଲାଣ

କଟକ ଶ୍ରୀରାମନଗରର ଦୁଇ ବର୍ଷର ଶିଶୁ ପୁତ୍ରକୁ ମାରି ସାବତ ମା’ର ଆତ୍ମହତ୍ୟା ଘଟଣା । ମୃତ ମହିଳା ଶିଳ୍ପୀଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି ପୋଲିସ । ଆଜି ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ । ଗତକାଲି କଟକ ଶ୍ରୀରାମନଗରରେ ଥିବା ଭଡା ଘରୁ ୨ ବର୍ଷର ଶିଶୁ ପୁତ୍ର ଶିବାଂଶ ଓ

ଆଜି କୋଲକାତାରୁ ବାହାରିବ ବିଜୁବାବୁଙ୍କ ଡାକୋଟା ବିମାନ

ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ କୋଲକତା ବିମାନବନ୍ଦରରୁ ଭୁବନେଶ୍ବର ଆସିବ । ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର ୧୦ଜଣିଅା ଟିମ୍ ୧୨ଦିନ ଧରି ଡାକୋଟାର ବିଭିନ୍ନ ଯନ୍ତ୍ରାଂଶ ଖୋଲି ବଡ଼ ବଡ କାଠ ବାକ୍ସରେ ପ୍ୟାକିଂ କରିଛନ୍ତି। କୋଲକତା ବିମାନବନ୍ଦରରେ ଦୁଇଟି ବଡ଼ ଲରିରେ ଏହିସବୁ

ବୁଷ୍ଟର ଡୋଜ୍ ଭାବେ ‘କୋଭୋଭାକ୍ସ’କୁ ମିଳିଲା ଅନୁମତି

ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ (ଡିସିଜିଆଇ) କୋଭିଡ-୧୯ ଟିକା ‘କୋଭୋଭାକ୍ସ’କୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କ ସକାଶେ ଏକ ବୁଷ୍ଟର ଡୋଜ ଭାବେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ସରକାରୀ ସୂତ୍ରରୁ ଜଣାପଡିଛି ଯେ ଯେଉଁମାନଙ୍କୁ କୋଭିଶିଲ୍ଡ କିମ୍ବା କୋଭାକ୍ସିନର ଦୁଇଟି ଡୋଜ୍ ଦିଆଯାଇଛି