Odia News Portal

ଧାନ ବଦଳରେ ଗଂଜେଇ ଚାଷ ପାଇଁ ଅନୁମତି ଲୋଡିଲେ ଚାଷୀ

ବଲାଙ୍ଗିର : ମଣ୍ଡିରେ ଧାନ ବିକ୍ରି ହୋଇପାରିନଥିବାରୁ ଚାଷୀ ଅସୋନ୍ତଷ ଧାନ ବଦଳରେ ଗଂଜେଇ ଚାଷ ପାଇଁ ଅନୁମତି ଲୋଡିଲେ ଚାଷୀ । ଜିଲ୍ଲାପାଳଙ୍କୁ ଲିଖିତ ଚିଠି ,ଅନୁମତି ନଦେଲେ ଆତ୍ମହତ୍ୟା ଧମକ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିବ ଘନ କୁହୁଡି ସ୍ଥିତି

ଗୁରୁଚାପ ପ୍ରଭାବରେ ଦୁଇ ତିନି ଦିନ ରାଜ୍ୟରେ ଘନ କୁହୁଡି ଦେଖାଯିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଣେ ସାମୁଦ୍ରିକ ବାୟୁର ପ୍ରବାହ ବୃଦ୍ଧି ଯୋଗୁଁ ଆସନ୍ତା କିଛି ଦିନ ଯାଏଁ ରାଜ୍ୟର ତାପମାତ୍ରା ବିଶେଷ ହ୍ରାସ ହେବାର ସମ୍ଭାବନା ନାହିଁ। ଆସନ୍ତା

ମୁମ୍ବାଇ ମାରାଥନରେ ୮୦ ବର୍ଷିୟା ବୃଦ୍ଧାଙ୍କ ଜଲଓ୍ୱା

ଫିଟ୍ ରହିବା ସୁସ୍ଥ ରହିବା। ଆଜିକାଲି ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏହା ମୂଳମନ୍ତ୍ର ହୋଇପାରିଛି। ତେବେ ଫିଟନେସକୁ ନେଇ ସୋସିଆଲ ମିଡିଆ ଆମେ ଅନେକ ପ୍ରେରଣାଦାୟକ ଭିଡିଓ ଦେଖିଛେ। ଯେଉଁ ଭିଡିଓ ବହୁ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ତେବେ

ହ୍ୟୁମାନ ସାଗରଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଶ୍ୱଶୁର: କହିଲେ, ଧର୍ମ ବଦଳାଇବାକୁ କରୁଥିଲେ ବାଧ୍ୟ

ହ୍ୟୁମାନ ସାଗରଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ଶ୍ୱଶୁର । ସେ କହିଛନ୍ତି, ୪ ମାସ ହେବ ହ୍ୟୁମାନ ଓ ଶ୍ରୀୟା ଅଲଗା ରହୁଛନ୍ତି । ମଦ ପିଇ ଝିଅକୁ ମାରଧର କରୁଥିଲେ ହ୍ୟୁମାନ । ମାଡ଼ ମାରିବା ସହ ବାରମ୍ବାର ଟଙ୍କା ମାଗୁଥିଲେ । ଅତ୍ୟାଚାର ସହି ନପାରି ଝିଅ ଘରକୁ ଚାଲିଆସିଲା । ଆପୋସ ସମାଧାନ

ଆଦିବାସୀଙ୍କ ସମାଗ୍ରିକ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌

ଆଦିବାସୀଙ୍କ କଳା, ସଂସ୍କୃତି ସୁରକ୍ଷା ସହ ଶିକ୍ଷାର ପ୍ରସାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ୯ ଆଦିବାସୀ ବହୁଳ ଜିଲ୍ଲାରେ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଗଠନ ହୋଇ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ବି ହୋଇଛି । ପ୍ରତି ଜିଲ୍ଲାରୁ ଦୁଇ ଆଦିବାସୀ ଛାତ୍ରଛାତ୍ରୀଙ୍କୁ

ଡାକୋଟା ବିମାନକୁ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କଲେ ନବୀନ ପଟ୍ଟନାୟକ

ବୁଧବାର ଭୁବନେଶ୍ବରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ ଡାକୋଟା ବିମାନ। ପ୍ରଥମେ ଲକ୍ଷ୍ମଣନାଥ ଟୋଲଗେଟ ପରେ ବାଲେଶ୍ବର, ଚଣ୍ଡିଖୋଲ ଓ କଟକ ଅତିକ୍ରମ କରି କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଆସିଛି ଡାକୋଟା। ଏହି

ଜଣେ ସାମ୍ବାଦିକଙ୍କୁ ମାରିଦେବାକୁ ଧମକ ଦେଇଛନ୍ତି ଆଇଆଇସି

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଥାନାଅଧିକାରୀଙ୍କ ଦୁର୍ବ୍ୟବହାର ଦେଖିବାକୁ ମିଳିଛି । ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ବେଳେ ସାମ୍ବାଦିକଙ୍କୁ ଧମକ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି । ସାମ୍ବାଦିକ ଜଣକ ଲାଇଭ କରିଥିବା ବେଳେ ତାଙ୍କ କାର୍ଯ୍ୟରେ ବାଧା ଦେଇଥିଲେ ଆଇଆଇସି ।

ଆଜିଠୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା ଏଥିପାଇଁ କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁରୁଣା ଗାଇଡ଼ଲାଇନ ଅନୁସାରେ ଟିକାକରଣ ହେବ । ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି

ମହିଳା ଥାନାରେ ପହଞ୍ଚିଲେ ହ୍ୟୁମାନ ସାଗର

ଥାନାରେ ପହଞ୍ଚିଲେ ହ୍ୟୁମାନ ସାଗର । କଟକ ମହିଳା ଥାନାରେ ପହଞ୍ଚିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସୂଚନାମୁତାବକ ବିବାଦ ଘେରରେ ଓଲିଉଡର ଆଗ ଧାଡିର ଗାୟକ ହ୍ୟୁମାନ ସାଗର। ହ୍ୟୁମାନ ସାଗରଙ୍କ ନାମରେ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ

ଆସିଲା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ

କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ଅଛି । ମୃତ୍ୟୁ ପରେ ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ଗୁରୁଡିଝାଟିଆ ପୋଲିସକୁ ପୋଷ୍ଟମଟମ୍ ରିପୋର୍ଟ ହସ୍ତାନ୍ତର କରାଯାଇଛି । ମୃତ୍ୟୁର କାରଣ ଜାଣିବାକୁ ଭିସେରା ରିପୋର୍ଟକୁ