ଖଣ୍ଡଗିରି ମେଳାକୁ ନେଇ ବିଏମସିର କଡା ଚେତାବନୀ
୨୮ ତାରିଖରୁ ଖଣ୍ଡଗିରି ମାଘ ମେଳା । ଏଥର ଅପେରା ଲଢ଼େଇରେ ହେବନି ଅଶ୍ଳୀଳ ନୃତ୍ୟ । ଅଶ୍ଳୀଳ ଡ୍ୟାନ୍ସ ଉପରେ କଟକଣା ଲଗାଇଛି ବୁବନେଶ୍ୱର ମହାନଗର ନିଗମ । ଯାତ୍ରାରେ ଯେଭଳି ଅଶ୍ଳୀଳ ନୃତ୍ୟ ହେବ ନାହିଁ ତାଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଆୟୋଜକ ଖଣ୍ଡିଗିରି ଥାନାରେ ଲିଖିତ ଭାବରେ!-->…
