ଆଦିବାସୀଙ୍କ ସମାଗ୍ରିକ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍
ଆଦିବାସୀଙ୍କ କଳା, ସଂସ୍କୃତି ସୁରକ୍ଷା ସହ ଶିକ୍ଷାର ପ୍ରସାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ୯ ଆଦିବାସୀ ବହୁଳ ଜିଲ୍ଲାରେ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଗଠନ ହୋଇ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ବି ହୋଇଛି । ପ୍ରତି ଜିଲ୍ଲାରୁ ଦୁଇ ଆଦିବାସୀ ଛାତ୍ରଛାତ୍ରୀଙ୍କୁ!-->…
