ମୁହାଣ ଖୋଳିଲେ ୭ ଗାଁର ଲୋକ, ମତ୍ସ୍ୟଜୀବୀ
ବର୍ଷ ବର୍ଷ ଧରି ସରକାର ଓ ପ୍ରଶାସନକୁ ଗୁହାରି କରି ନୟାନ୍ତ ହେବା ପରେ ଶେଷରେ ଗଞ୍ଜାମ ବ୍ଲକ୍ର ୭ ଖଣ୍ଡ ଗ୍ରାମର ଲୋକେ ଓ ମତ୍ସ୍ୟଜୀବୀମାନେ ଏକାଠି ହୋଇ ଋଷିକୁଲ୍ୟା ମୁହାଣକୁ ନିଜେ ଖୋଳିବାକୁ ଅଣ୍ଟା ଭିଡ଼ିଛନ୍ତି। ପାଳିବନ୍ଧ, ପୁରୁଣାବନ୍ଧ, ଗୋଖରକୁଦା, ବିଛଣାପଲ୍ଲୀ, ବଡ଼ନୋଳିଆଗାଁ,…
