Odia News Portal

ଯୌତୁକ ପାଇଁ ଜୁଇରେ ଜଳିଲା ନବବଧୂକୁ ଜୀବନ

ଆଜିକାଲି ଦୁନିଆରେ ଅନେକ କୁସଂସ୍କାର ଦୂର ହୋଇଯିବା ପରେ ମଧ୍ୟ ଯୌତୁକ ନିର୍ଯ୍ୟାତନା ନାମକ କୁ ସଂସ୍କାର ପାଇଁ କେତେଯେ ନିରୀହ ଝିଅଙ୍କ ଜୀବନ ଚାଲିଯାଉଛି ତାହାର ହିସାବ ନାହିଁ । ଏବେ ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଗୋଟିଏ ଜୀବନ । ମଣିଷ ଯେତେ ଆଧୁନିକ ହେଲେ ବି ଅମାନବିକତା ଆଜି ବି ରହିଛି ।…

ପୁରୀରୁ ଲଢ଼ିବେ ନବୀନ?

ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢ଼ିପାରନ୍ତି । ନବୀନ ପୁରୀରୁ ଲଢ଼ିବା ନେଇ ଜୋର ଚର୍ଚ୍ଚା ହେଉଛି । ଏନେଇ ଚାଲିଛି ଆଲୋଚନା । ଚର୍ଚ୍ଚାକୁ ଖୋରାକ ଯୋଗାଇଲା ବିଜେଡି ନେତାଙ୍କ ମନ୍ତବ୍ୟ । ପୁରୀର ବିଜେଡି…

ପୁରୀରୁ ଲୋକ ସଭା ଲଢ଼ିବେ ମୋଦି

ଆଗକୁ ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ନିଜ ନିଜର ଭୋଟ ହାତେଇବାକୁ ଏବେ ଠୁ ପ୍ରସ୍ତୁ୍ତି ଆରମ୍ଭ କରିଦେଲେଣି । କିଏ କେଉଁଠୁ ଲଢ଼ିବେ ସେନେଇ ଚର୍ଚ୍ଚା ହେବାକୁ ଲାଗିଲାଣି । ଏହାରି ମଧ୍ୟରେ ଶୁଣିବାକୁ ମିଳିଛି ଯେ ପୁରୀରୁ ଲୋକସଭା ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ମାଲକାନଗିରିରୁ ଗଡିଲା ‘ଲକ୍ଷ୍ମୀ ବସ୍’ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରିରୁ ଗଡିଲା ଲକ୍ଷ୍ମୀ। ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଗଡିଲା ୩୬ଟି ବସ୍ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି…

୪ ବର୍ଷର ପୁଅକୁ ମାରି ଟାଙ୍ଗିଦେଲା ବାପା 

ଜନ୍ମଦାତା ସାଜିଲା ହତ୍ୟାକାରୀ । ୪ ବର୍ଷର ପୁଅକୁ ମାରି ଝୁଲାଇ ଦେଲା ବାପା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରୁ। ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହତ୍ୟା କରି ବାପା ବୁଦ୍ଧେଶବର ସିଂ…

ଯୌନଉତ୍ପୀଡ଼ନରେ ବାଧା ଦେବାରୁ ଟ୍ରେନ୍‌ ଆଗକୁ ଫିଙ୍ଗ‌ଦେଲେ ଯୁବକ

ଯୌନଉତ୍ପୀଡ଼ନରେ ବାଧା ଦେବାରୁ ଜଣେ ଯୁବକ ଟ୍ରେନ୍‌ ଆଗକୁ ଫୋପାଡ଼ି ଦେବାରୁ ଜଣେ ୧୭ ବର୍ଷୀୟ ବାଳିକା‌ ଗୋଟିଏ ହାତ ଓ ଦୁଇଟି ଗୋଡ଼ ହରାଇଥିବା କଥା ବୁଧବାର ଦିନ ପୁଲିସ କହିଛି। ଝିଅର ଅବସ୍ଥା ସଙ୍କଟାପନ୍ନ ଥିବା କଥା ମଧ୍ୟ ଡାକ୍ତରମାନେ କହିଛନ୍ତି। ପୁଲିସ କହିଛି, ମଙ୍ଗଳବାର ଦିନ…

ବିଜେଡିର ବିଶାଳ ମିଶ୍ରଣ ପର୍ବ

ବିଜୁ ଜନତା ଦଳର ସୁଶାସନ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ରାୟଗଡା ନିର୍ବାଚନ ମଣ୍ଡଳିର ସଦର ବ୍ଳକର ଜିଲ୍ଳା ପରିଷଦ ଅଧିନସ୍ଥ ତିନୋଟି ଜୋନ ଏବଂ ରାୟଗଡା ପୈାରାଂଚଳର ଶତାଧିକ ନୂତନ କର୍ମୀମାନେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।ଏଥିରେ…

ବିଶ୍ୱକପ୍ କ୍ରିକେଟରେ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ରେକର୍ଡ

ବିଶ୍ୱକପ୍ କ୍ରିକେଟରେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ରେକର୍ଡ । ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ମ୍ୟାଚରେ ଭାରତର ବୃହତ୍ତ ବିଜୟ।  ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫଗାନିସ୍ତାନ ବିପକ୍ଷରେ ବିଜୟ ହାସଲ କରିଛି । ଅତିଥି ଟିମକୁ ଭାରତ ୮ ୱିକେଟରେ ପରାସ୍ତ…

ହାଇକୋର୍ଟ ଜଜ୍ ପାଇଁ ୧୮ ଜଣଙ୍କ ନାମ ସୁପାରିସ

ସୁପ୍ରିମ୍‌କୋର୍ଟ କେଲଜିୟମ ପକ୍ଷରୁ ବୁଧବାର ବିଭିନ୍ନ ହାଇକୋର୍ଟରେ ଖାଲିପଡିଥିବା ବିଚାରପତି (ଜଜ୍‌) ପଦ ପାଇଁ ମୋଟ ୧୮ ଜଣଙ୍କ ନାମ ସୁପାରିସ କରାଯାଇଛି । ଏମାନଙ୍କ ମଧ୍ୟରେ ୧୩ ଜଣ ବିଚାର ବିଭାଗୀୟ ଅଧିକାରୀ ଏବଂ ୫ ଜଣ ଆଇନଜୀବୀ ସାମିଲ ଅଛନ୍ତି । ବିଚାର ବିଭାଗରେ ମହିଳାଙ୍କ…

ଫୋନ୍‌ରେ କଥା ହେଉଥିବା ବେଳେ ମୁଣ୍ଡକୁ ପିଟି ମାରିଦେଲେ

ଫୋନ୍‌ରେ କଥା ହେଉଥିବା ବେଳେ ପଛପଟୁ ମୁଣ୍ଡକୁ ପିଟି ପିଟି ମାରିଦେଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଶାଣୀ ନୂଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଏହି ହତ୍ୟାକାଣ୍ଡ ଘଟିଛି। ଶିଶୁ କଲ୍ୟାଣ କମିଟି ସଦସ୍ୟ ସୌଦାମିନୀ ରଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !