Odia News Portal

ଖାଦ୍ୟ ଦୋକାନରେ ବିଏମସି ରେଡ

ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଚଢାଉ । ଆଜି କିଟ୍ ନିକଟବର୍ତ୍ତୀ ଅଂଚଳରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ଚଢାଉ । ଚଢାଉରେ ବିଏମସି କମିଶନର ଅମୃତା କୁଲାଙ୍ଗେ ସାମିଲ । ଦୋକାନ ଗୁଡିକରେ ଖାଦ୍ୟର ମାନ ପରୀକ୍ଷା ସହ ଲାଇସେନ୍ସ ଯାଂଚ ଚାଲିଛି । କିଛି ଦୋକାନ କୁ ସିଲ୍

ଜାମ୍ମୁ କାଶ୍ମୀରରେ ପୁଣି ବଡ଼ ସଡ଼କ ଦୁର୍ଘଟଣା; ଖାଇକୁ ଖସିଲା ବସ୍, ୭ମୃତ

ଜାମ୍ମୁ କାଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରାଜୌରୀ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ଏକ ବସ୍ ଖାଇରେ ଖସିପଡିଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଥିବା ଖବର ରହିଛି । ଦୁର୍ଘଟଣାର ଖବର ପାଇବା

ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନ କରିବାକୁ ଓଡିଶା ପୋଲିସର ସତର୍କବାଣୀ

ସାଇବର ଠକେଇ ନେଇ ଓଡିଶା ପୋଲିସର ସତର୍କ ସୂଚନା । ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ ନକରିବାକୁ ଆହ୍ୱାନ ଦେଇଛି ଓଡ଼ିଶା ପୋଲିସ। । ଷ୍ଟେସନ କିମ୍ବା ୟୁଏସବି ପାୱାର ଷ୍ଟେସନରେ ସ୍ମାର୍ଟଫୋନ ଚାର୍ଜ ନକରିବାକୁ ଟ୍ୱିଟ କରି ସର୍ତକ କରାଇଛି ଓଡ଼ିଶା ପୋଲିସ । ଏପରି କଲେ ସାଇବର ଠକ ବ୍ୟକ୍ତିଗତ

ଏୟାର ସୋ’ ପାଇଁ ଫୁଲ୍ ରିହର୍ସଲ

ରାଜଧାନୀ ଉପକଣ୍ଠରେ ଥିବା କୁଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ଫୁଲ ରିହର୍ସଲ ଆଜି ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ଏୟାର ସୋ’ ପ୍ରଦର୍ଶିତ ହେବ। ବାୟୁସେନାର ୧୧ ହକ୍ ବିମାନ ଏହି ସୋ’ରେ ସାମିଲ ହୋଇଛନ୍ତି। ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ

କାଲି ସିଲ୍‌ ହୋଇଥିଲା,ଆଜି ବସିଲା ମଟନ୍ ହଣ୍ଡା

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଲୋକପ୍ରିୟ କିଶୋର ଭାଇନା ହୋଟେଲକୁ ବୁଧବାର ବିଏମସି ସିଲ୍ କରିଥିଲା । ଏକ୍ସପାଏର ସସ୍ , ଅସ୍ୱାସ୍ଥ୍ୟକର ପରିବେଶ ତଥା ନିମ୍ନ ମାନର ଖାଦ୍ୟ ଦେଖି ଫୁଡ୍ ରେଜିଷ୍ଟ୍ରେସନ ବାତିଲ କରିଦେଇଥିଲା ବିଏମସି । ଏହାସହ ଫାଇନ୍ ମଧ୍ୟ କାଟିଥିଲା । ହେଲେ ଆଜି

ରାଜ୍ୟ ସରକାର ଦେବେ ୧୧୫ କୋଟି, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

ଓଡିଶା ଟେକ୍ସଟାଇଲ ମିଲ୍ସ-ଓଟିଏମର ପୁନଃରୁଦ୍ଧାରମାମଲାରେ ୧୧୫ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ୩୦ ଦିନ ମଧ୍ୟରେ ଏହି ରାଶି ଡିପୋଜିଟ କରିବା ନେଇ ଆଡଭୋକେଟ ଜେନେରାଲ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । ତେବେ ଆସନ୍ତା ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ

ଆଗାମୀ ୨ରୁ ୩ ଦିନ ଗୁଳୁଗୁଳି

ଆଗାମୀ ୨ ରୁ ୩ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ବର୍ଷା ସମ୍ଭାବନା ନ ଥିବାରୁ ଦିନର ତାପମାତ୍ରା ବୃଦ୍ଧି ସହ ଗୁଳୁଗୁଳି ହେବ । ଉପକୂଳ ଓଡିଶା ସମେତ ପାଶ୍ୱର୍ବର୍ତ୍ତୀ ଅଂଚଳରେ ଗୁଳୁଗୁଳି ହେବ । କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।ଅନ୍ୟପଟେ

ପୁଣି କମିଛି ସୁନା ଦର

ଆଜି କମିଛି ସୁନା ଦର । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି। ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୬,୪୦୦ ଟଙ୍କା ଓ ୫୦,୬୨୦ ଟଙ୍କା ହୋଇଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଣେ ସରକାରୀ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ରୁଷ କବଜାରୁ ମୁକ୍ତ ହୋଇଥିବା ଇଜିୟମ୍ ସହର ପରିଦର୍ଶନ କରି ଜେଲେନସ୍କି ରାଜଧାନୀ କିଭକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସରକାରୀ ମୁଖପାତ୍ର

ସିକନ୍ଦରାବାଦ୍‌ ଅଗ୍ନିକାଣ୍ଡ ଘଟଣା: କଟକରେ ପହଞ୍ଚିଲା ପ୍ରାଣ ହରାଇଥିବା ଦମ୍ପତିଙ୍କ ମୃତଦେହ

ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ବାହାରିଲା ସିକନ୍ଦରବାଦରେ ଅଗ୍ନିକାଣ୍ଡରେ ପ୍ରାଣହରାଇଥିବା ଦମ୍ପତିଙ୍କ ମୃତଦେହ। ହାଇଦ୍ରାବାଦର ଗାନ୍ଧି ହସ୍‌ପିଟାଲରେ କଟକ ମହାନ୍ତିପଡ଼ାର ମୃତ ଦମ୍ପତିଙ୍କ ପୋଷ୍ଟମର୍ଟମ ହେବା ପରେ ଏହାକୁ ଭୁବନେଶ୍ୱର ଅଣାଯାଇଥିଲା। ପରେ ପୈତୃକ ଘର କଟକ କାଫଲାବଜାର ଘରକୁ ଆସିବା