ଚୀନକୁ ପୁଣି ଟାଇଫୁନ ବିପଦ, ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ମୁଇଫା
ଚୀନକୁ ପୁଣି ଟାଇଫୁନ ବିପଦ । ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ମୁଇଫା । ପୂର୍ବ ଚୀନ୍ ସାଗରରେ ଆଗକୁ ଆଗକୁ ବଢୁଛି । ଭୟଙ୍କର ରୂପ ଧାରଣ କରି ଉପକୂଳ ମୁହାଁ ହେଉଛି ଟାଇଫୁନ୍ ମୁଇଫା । ଆଜି ସାମୁଦ୍ରିକ ଝଡ଼ ସାଂଘାଇରେ ହିଟ୍ କରିବା ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ବେଳକୁ!-->…
