ଆଜି ନାମାଙ୍କନ ଭରିବେ ବିଜେପିର ଜୟ ଢୋଲକିଆ ଓ କଂଗ୍ରେସର ଘାସିରାମ ମାଝୀ
ଆଜି ନାମାଙ୍କନ ଭରିବେ ଦୁଇ ଦଳର ପ୍ରାର୍ଥୀ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଦୁଇ ନେତା ପ୍ରାର୍ଥୀପତ୍ର ଦାଖଲ କଲା ବେଳେ ଶକ୍ତି ପ୍ରଦର୍ଶନ…
