ସୁପରମାର୍ଟରେ ଅଗ୍ନିକାଣ୍ଡ: ୧୨ ଘଣ୍ଟା ହେଲା ଜଳୁଛି, ଲିଭୁନି ନିଆଁ
ଧଉଳି: ଭୁବନେଶ୍ବର – ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ସୁପରମାର୍ଟରେ ଅଗ୍ନିକାଣ୍ଡ। ୧୨ ଘଣ୍ଟା ହେଲା ଜଳୁଛି, କିନ୍ତୁ ଲିଭୁନି ନିଆଁ। ନାକେଦମ୍ ହେଲେଣି ଅଗ୍ନିଶମ ବାହିନୀ। ୪୦ଟି ଦମକଳ ଗାଡ଼ି ନିୟୋଜିତ। କାନ୍ଥ ଭାଙ୍ଗିବା ପାଇଁ କ୍ରେନ୍ ବ୍ୟବହାର…
