ବଢ଼ିବ ବାଘ, ହାତୀଙ୍କ ବାସସ୍ଥାନ: ମହାନଦୀ, ସମ୍ବଲପୁର ହାତୀ ସଂରକ୍ଷିତ ଜଙ୍ଗଲ ପରିସୀମା ବଢ଼ିବ
ଓଡ଼ିଶାରେ ହାତୀଙ୍କ ସଂଖ୍ୟା ୨,୧୦୩ରେ ପହଞ୍ଚିଛି। ମାତ୍ର ସେମାନଙ୍କ ରହିବାକୁ ଜାଗା ନାହିଁ। ବାଘଙ୍କ ସଂଖ୍ୟା ୩୦ ଟପିଥିଲେ ମଧ୍ୟ ବଢ଼ୁଥିବା ଜନବସତି ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସ୍ଥିତି ଧୀରେ ଧୀରେ ସାଂଘାତିକ ହେଉଥିବାରୁ ରାଜ୍ୟ ସରକାର ବାଘ, ହାତୀଙ୍କ ପାଇଁ ଅଧିକ ଜଙ୍ଗଲ ସଂରକ୍ଷିତ…
