Odia News Portal

ପୁଣି ମାତିଲେ ଲାଲ ବାହିନୀ

ମାଲକାନଗିରି: ପୁଣି ମାତିଲେ ଲାଲ ବାହିନୀ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଘଟିଛି ହିଂସାକାଣ୍ଡ ।
ବଦଲି ଉଜଚୠ କ୍ୟାମ୍ପ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ମାଓ ଦମନ ଅପରେସନେର ଊଜଏ ଯବାନ ଯିବାବେଳେ ଏଭଳି ଅଘଟଣ ଘଟିଥିବା ନାରାୟଣପୁର ଏସ୍ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି।