Odia News Portal
Browsing Tag

maobadi

ମାଲକାନଗିରି ରେ ପୁଣି ମାତିଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ର ଉନ୍ମତ କାଣ୍ଡ । ତିନଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁ ନିକଟରେ ଘଟିଛି ଏହି ଘଟଣା । ଟ୍ରକ୍ ଗୁଡିକ ଜଗଦଲପୁର ରୁ ରାୟପୁର ଯାଇଥିବା ସମୟରେ ହିରଙ୍ଗିଝାଡ…

ପୋଲିସ ମାଓବାଦୀ ମୁହା ମୁହିଁ

ଯବାନ ଙ୍କ ଟାର୍ଗେଟ ରେ ଅଛନ୍ତି ମାଓବାଦୀ । ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର । ଏହାସହ ବହୁତ ପରିମାଣର ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ସୂଚନାନୁସାରେ ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ମାଓବାଦୀ…

ପୁଣି ମାତିଲେ ଲାଲ ବାହିନୀ

ମାଲକାନଗିରି: ପୁଣି ମାତିଲେ ଲାଲ ବାହିନୀ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଘଟିଛି ହିଂସାକାଣ୍ଡ । ବଦଲି ଉଜଚୠ କ୍ୟାମ୍ପ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ମାଓ ଦମନ ଅପରେସନେର ଊଜଏ ଯବାନ…

ମାଓବାଦୀଙ୍କ ବର୍ବରକାଣ୍ଡ

ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗଳା କାଟି ହତ୍ୟା କରିଛନ୍ତି ଲାଲ୍ବାହିନୀ। ଏରାବର ନିକଟରେ ମାଓବାଦୀମାନେ ଧାରୁଆ ଅସ୍ତ୍ରରେ ଗଳାକାଟି…

ପୋଲିସ-ମାଓବାଦୀ ଗୁଳିବିନିମୟ, ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ନିହତ

ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ । ପୋଲିସ ଗୁଳିରେ ତିନି ଜଣ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା । ନିହତ ୩ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ଜଣେ ପୁରୁଷ ରହିଥିବା ସୂଚନା ମିଳିଛି । ସେପଟେ ମାଓବାଦୀଙ୍କ ଗୁଳିରେ ଜଣେ ଏସ୍ ଓଜି…

ପୋଲିସ ନିକଟରେ ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ

ପୋଲିସ ପାଖରେ କେକେବିଏନ ଡିଭିଜନ ହାର୍ଡକୋର ମାଓବାଦୀ କଲା ଆତ୍ମସମର୍ପଣ । ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଲେ ଉତ୍ତରାଞ୍ଚଳ ଡ଼ିଆଇଜି। ବଲାଙ୍ଗୀର ସୀମାବର୍ତୀ ବୌଦ୍ଧ-କନ୍ଧମାଳ ସୀମାରୁ ଗତ ୧୬ତାରିଖରେ ଜଣେ ସନ୍ଦିଗ୍ଧ ହାର୍ଡକୋର ମାଓବାଦୀ ଗିରଫ ଘଟଣାର ଆଜି ସାମ୍ବାଦିକ ସମ୍ମିଳନୀରେ…