Odia News Portal

ଥରିଲା ମାଲକାନଗିରି

ମାଲକାନଗିରି()  ମାଲକାନଗିରି ଜିଲ୍ଲାରେ ମୃଦବ ଭୂମିକମ୍ପ ଅନୁଭୁତ ହୋଇଛି । ୩ରୁ ୫ ସେକେଣ୍ଟ ପର୍ୟ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଏହି ସମୟରେ ଲୋକମାନେ ଲୋକମାନେ ବାହିରାଆସିଥିଲେ ।ଜିଲ୍ଲାର ମାଥିଲି, ଗୋବନ୍ଦିପାଲ୍ଲୀ, ଖଇରପୁଟ ଅଞ୍ଚଳରେ ଝଟ୍କା ଅନୁଭୂତ ହୋଇଥିବା ଝଣାପଡିଛି । ଭୂମିକମ୍ପର ତିବ୍ରତା ସମ୍ପର୍କରେ ସଠିକ୍ ସୂଚନା ମିଳିନଥିବା ବେଳେ ଏହା ୨ରୁ ୩ ସେକେଣ୍ଡ ଅନୁଭୂତ ହୋଇଥିବା ଜଣାପଡିଛି ।