Odia News Portal
Browsing Tag

earthquake

ଚାଇନାର ଉତ୍ତର-ପଶ୍ଚିମ ପ୍ରଦେଶର ଶିଜିଆଙ୍ଗରେ ଭୂକମ୍ପ

ଅନୁଭୂତ ହୋଇଛି ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର ଅନୁଯାୟୀ, ଆକସୁ ଅଞ୍ଚଳର ୱେନସୁ କାଉଣ୍ଟିରେ ସକାଳ ୭ ଟା ୫୮ ରେ ଏହା ଘଟିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ୪୧.୮୭ ୟ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୯.୮୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଛି।…

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

ଅରୁଣାଚଳ ପ୍ରଦେଶରେ ୩.୮ତୀବ୍ରତାର ଭୂକମ୍ପ ଅନୁଭୂତ। ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ପିଟିଆଇ ରିପୋର୍ଟ କରିଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଛି ଯେ ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା…

ଭୂକମ୍ପ ମୃତ୍ୟୁ ଟପିଲା ୨୬ ହଜାର

ତୁର୍କୀ ଓ ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଆଜି ୨୬ ହଜାର ଅତିକ୍ରମ କରିଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପୀଡ଼ିତଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଜାରି ରଖିଥିବା ବେଳେ ଉଭୟ ରାଷ୍ଟ୍ରରେ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ଧାର ଓ ରିଲିଫ୍‌ ଅଭିଯାନ…

4 ଜିଲ୍ଲାରେ ଭୂକମ୍ପ ଝଟକା

ଚାରି ଜିଲ୍ଲାରେ ମୃଦୁ ଭୂକମ୍ପ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ 11ଟା 19 ମିନିଟରେ ଗଞ୍ଜାମ, ନୟାଗଡ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.5 ଥିଲା । ଭୂକମ୍ପର…

କଳାହାଣ୍ଡିରେ ମୃଦୁ ଭୂକମ୍ପ

କଳାହାଣ୍ଡିରେ ମୃଦୁ ଭୂକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୩.୫। ଦିନ ୧୧ଟା ୨୯ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଭୟଭୀତ ହୋଇପଡିଥିଲେ। ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଭୂକମ୍ପରେ କାହାର କୌଣସି କ୍ଷତି ହୋଇନାହିଁ।

ଉତ୍ତରାଖଣ୍ଡ ରେ ଭୁକମ୍ପ ଝଟକା

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ୪.୧ ତୀବ୍ରତା ରେକର୍ଡ ହୋଇଥିବା ସୂଚନା ମିଳିଛି । ଏବେ ଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଶନିବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଖବର ଅନୁସାରେ, ଶନିବାର ସକାଳ ପ୍ରାୟ ୫ଟା ୩ ମିନିଟରେ ଉତ୍ତରାଖଣ୍ଡରେ…

ଥରିଲା ଦିଲ୍ଲୀ

ଥରିଲା ଦିଲ୍ଲୀ । ରାଜଧାନୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫ ଦଶମିକ ୭ । ଦିଲ୍ଲୀ ସହିତ ଜାମ୍ମୁ କାଶ୍ମୀର , ହରିୟାଣାରେ ମଧ୍ୟ ଝଟକା ଅନୁଭୂତ ହୋଇଛି । ଭୁକମ୍ପର କେନ୍ଦ୍ରସ୍ଥଳ ଆଫଗାନସ୍ତାନ-ତାଜିକସ୍ତାନ ସୀମା ସୂଚନା ।

ଆମେରିକା ବାସୀଙ୍କୁ ଭୁମିକମ୍ପ ଝଟକା

ଆମେରିକାରେ ସେଠାକାର ସମୟ ଅନୁସାରେ ସୋମବାର ମଧ୍ୟାହ୍ନ ୧୨ଟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ର ସାନ ଫ୍ରାନ୍ସିସ୍କୋ ସହରଠାରୁ ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୩୩୭ କିଲୋମିଟର ଦୂରରେ ଥିଲା। ଭୂମିକମ୍ପର ଝଟକା ପାଖାପାଖି ୨୦ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା। ଏହାର…

ଇଣ୍ଡୋନେସିଆରେ ଭୟଙ୍କର ଭୁକମ୍ପ

ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ। ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଭୂକମ୍ପରେ ଦେଶରେ ସୁନାମି ଚେତାବନୀ। ଭୂକମ୍ପର ତ୍ରୀବତା ଥିଲା ୭.୩। ମାଉମେରୋ ସହରର ଉତ୍ତର ଦିଗଠାରୁ ୧୦୦ କିଲୋମିଟର ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଫ୍ଲୋରେସ ସମୁଦ୍ରରେ ୧୦ଟା ୨୦ ସମୟରେ ଏହି ଭୂକମ୍ପ ଅନୁଭୂତ…

ଉତ୍ତରପୂର୍ବ ଭାରତରେ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଭାରତରେ ଶକ୍ତିଶାଳୀ ଭୂମିକମ୍ପ । ସମଗ୍ର ଆସାମ ସମେତ ଉତ୍ତର ବଙ୍ଗ ଏବଂ ଉତ୍ତରପୂର୍ବାଞ୍ଚଳର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ବୁଧବାର ସକାଳେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୪। …