Odia News Portal
Browsing Tag

medical

୨୦୨୩ ସୁଦ୍ଧା ସରିବ ଏସସିବି ନବୀକରଣ ପ୍ରକଳ୍ପ କାମ

ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲର ନବୀକରଣ ପ୍ରକଳ୍ପର ନିରୀକ୍ଷଣ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରକଳ୍ପ କାର୍ଯ୍ୟକାରୀ କମିଟି (ପିଆଇସି) ଗଠନ କରାଯାଇଛି। ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଏହି କମିଟିର ମୁଖ୍ୟ ଥିବା ବେଳେ ଓଡ଼ିଶା…

ଛାତିରୁ ବାହାରିଲା ଲୁହା ରଡ

ହରିୟାଣା ରୋହତକ୍ ସ୍ଥିତ ପିଜିଆଇ ହସ୍ପିଟାଲରେ ଡାକ୍ତରମାନେ ଏକ ବିରଳ ଓ କଷ୍ଟସାଧ୍ୟ ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କୁ ଛାତିରେ ପଶି ରହିଥିବା ୪୦ ଫୁଟ ଲମ୍ବର ଦୁଇଟି ଲୁହା ରଡ୍ ବାହାର କରିପାରିଛନ୍ତି । ଅପରେସନ୍ ପ୍ରକ୍ରିୟା ଦୀର୍ଘ ୫ ଘଣ୍ଟା ଧରି ଚାଲିଥିଲା । ସୋନିପତ୍ ଜିଲ୍ଲାର କରନ୍…

କଟକ ବଡ ମେଡିକାଲରୁ ୧୫ ଲକ୍ଷ ଟଙ୍କାର ଭେଣ୍ଟିଲେଟର ଚୋରି

କଟକ ବଡ଼ ଡାକ୍ତରଖାନା କୋଭିଡ ଆଉଟଡୋରରୁ ୧୫ଲକ୍ଷ ଟଙ୍କା ମୂଲ୍ୟର ଏକ ଭେଣ୍ଟିଲେଟର ମେସିନ ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମରାମତି ବାହାନା କରି ଏକ ଆଉଟସୋର୍ସିଂ ସଂସ୍ଥାର ତିନି ଜଣ କର୍ମଚାରୀ ମିଳିତ ଭାବେ ଏହି ମେସିନକୁ ଚୋରି କରି ନେଇ ଡଷ୍ଟବିନରେ ରଖିବା ଓ ପରେ କେହି ନ ଥିବାର…

ମେଡିକାଲରେ ଭର୍ତ୍ତି ହେଲେ ପ୍ରକାଶ ରାଜ

ହାଇଦ୍ରାବାଦ: ସାଉଥର ନମ୍ବର ୱାନ୍ ଖଳନାୟକ ପ୍ରକାଶ ରାଜ। ସିଙ୍ଘମ, ଘିଲ୍ଲି, ୱାଣ୍ଟେଡ, ଅନ୍ନିୟା ଏବଂ ପୋକରି ଭଳି ଫିଲ୍ମ ପାଇଁ ପ୍ରସିଦ୍ଧ ଥିବା ପ୍ରକାଶ ରାଜ ଏବେ ଗୁରୁତର ହୋଇପଡିଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଛି। ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟଲରେ…

ମେଡିକାଲ ଶିକ୍ଷାରେ ଓବିସି ସଂରକ୍ଷଣ

ଭୁବନେଶ୍ୱର: ମେଡିକାଲ ଶିକ୍ଷାରେ ଓବିସି, ଇଡବ୍ଲ୍ୟୁସି ପାଇଁ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରାଯାଇଛି । ଓବିସି ଏବଂ ଇଡବ୍ଲ୍ୟୁସିଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓବିସି ପାଇଁ ୨୭% ଓ ଇଡବ୍ଲ୍ୟୁସିଙ୍କ ପାଇଁ ୧୦% ସଂରକ୍ଷଣ । ଇଡବ୍ଲ୍ୟୁସି- ଇକୋନୋମିକାଲ ୱିକର ସେକ୍ସନ ବା…

ପୁଣି ମେଡିକାଲରେ ଭର୍ତ୍ତିହେଲେ ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡର ଏଭରଗ୍ରୀନ ହିରୋ ବା ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ ହୋଇଛନ୍ତି । ତାଙ୍କୁ ପୁଣିଥରେ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ‘ଟ୍ରାଜେଡ଼ି କିଙ୍ଗ୍’ ଭାବେ ପରିଚିତ ଏହ…

ଖୁବଶୀଘ୍ର ମେଡିକାଲରୁ ଡିସଚାର୍ଜ ହେବେ ତାରା

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି ଜୟପୁର ବିଧାୟକ ତଥା କଂଗ୍ରେସର ଟାଣୁଆଁ ନେତା ତାରା ବାହିନୀପତି । ସଦ୍ୟ ସୂଚନା ମୁତାବକ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଛନ୍ତି ତାରା । କରୋନାର ଲକ୍ଷଣ ଦେଖାଦେବା ପରେ ମେଡିକାଲରେ…

ମେଡିକାଲରେ ଭର୍ତ୍ତିହେଲେ ତାରା

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀ ପତି କରୋନାରେ ଆକ୍ରାନ୍ତ । ଆଜି ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ସାମାନ୍ୟ ଲକ୍ଷଣ ଦେଖାଦେଇଥିବା ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ…

୬ଟି ଜିଲ୍ଲା ସ୍ୱାସ୍ଥ୍ୟସେବା ପାଇଁ ବଡ ଘୋଷଣା

ଭୁବନେଶ୍ୱର()  ୬ଟି ଜିଲ୍ଲାକୁ ମୋ ସରକାର ଟିମର ଗସ୍ତ ପରେ ସ୍ୱାସ୍ଥ୍ୟ ଭିତ୍ତି ଭୂମି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ।୬ଟି ମେଡିକାଲ କଲେଜର ରୋଗୀ କଲ୍ୟାଣ ସମିତିକୁ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ନବୀନ…

ଜନ୍ମଦିନରେ ଫୁଲବାଣୀବାସୀଙ୍କୁ ନବୀନ ଦେଲେ ବଡ ଉପହାର

ଭୁବନେଶ୍ୱର()  ଜନ୍ମଦିନରେ ଫୁଲବାଣୀବାସୀଙ୍କୁ ନବୀନ ଦେଲେ ବଡ ଉପହାର । ସ୍ୱାସ୍ଥ୍ୟା ସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ଫୁଲବାଣୀରେ ହେବ ମେଡିକାଲ କଲେଜ ଏନେଇ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ମେଡିକାଲ କଲେଜରେ ୫ ଶହ ଶର୍ଯ୍ୟା ରହିବ । ଅବିଭକ୍ତ…