Odia News Portal
Browsing Tag

adar poonawalla

ଦେଶ ଛାଡି ଚାଲିଯିବାର ଗୁଜବ ମଧ୍ୟରେ ସାଇରସ୍ ପୁନାୱାଲାଙ୍କ ବଡ଼ ବୟାନ୍

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଦେଶ ଛାଡି ଚାଲିଯିବାର ଗୁଜବ ମଧ୍ୟରେ ପୁନାୱାଲା ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ତାଙ୍କ ପିତା ସାଇରସ୍ ପୁନାୱାଲା ମଧ୍ୟ ଲଣ୍ଡନରେ ପହଞ୍ଚିଛନ୍ତି। ତାଙ୍କ ପରିବାର ସେଠାରେ ପହଞ୍ଚିବା ପରେ ପୁନାୱାଲା ଦେଶ ଛାଡିବା ନେଇ…

ସେରମ୍ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ

ପୁଣେ: ଆଜି ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ନିଆଁ ଲାଗିଥିଲା। ତେବେ ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ପାଖାପାଖି ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।…