Odia News Portal
Browsing Tag

anubhab

ବର୍ଷାଙ୍କ ମାମଲା ଖାରଜ କଲେ କୋର୍ଟ

କଟକ: ଦିନକୁ ଦିନ ନୂଆ ମେଡ ନେବାରେ ଲାଗିଛି ବର୍ଷା-ଅନୁଭବଙ୍କ ବିବାଦ । ଛାଡ଼ପତ୍ରକୁ ନେଇ ଉଭୟଙ୍କ ମଧ୍ୟରେ ଲାଗିଥିବା ବିବାଦ ଦିନକୁ ଦିନ ନୂଆ ରୂପ ନେଉଛି । କଟକ ଫ୍ୟାମିଲ କୋର୍ଟରେ ବର୍ଷାଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାକୁ ଖାରଜ କରିଛନ୍ତି କୋର୍ଟ । ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ…

ଆସନ୍ତା ୨୭ରେ ଅନୁଭବ-ବର୍ଷା ବିବାଦ ମାମଲାର ଶୁଣାଣି

କଟକ: ଛିଣ୍ଡୁନି ଅନୁଭବ-ବର୍ଷା ବିବାଦ ମାମଲା । ଆଜି କାଉନସିଲିଂ ଶେଷ ହୋଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ରେ ହେବ । କାଉନ୍ସେଲିଂ ରିପୋର୍ଟ ଆଧାରରେ ମାମଲାର ଅଗ୍ରଗତି ହେବ । କାଉନ୍ସେଲିଂ ପ୍ରସଙ୍ଗରେ ମଧ୍ୟସ୍ଥତା କେନ୍ଦ୍ର କାଉନ୍ସେଲିଂ ଉପରେ ତାଙ୍କର ଆସ୍ଥା ନଥିବା ବର୍ଷା…

ବର୍ଷାଙ୍କ ଜନ୍ମଦିନରେ ଏମିତି କାମନା କଲେ ଅନୁଭବ

କଟକ: ଆଜି ହେଉଛି ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ଅନୁଭବ ଲେଖିଛନ୍ତି ହୁଏତ ଆମେ ଦୁଇ ଜଣ ଭଲ ସ୍ୱାମୀ-ସ୍ତ୍ରୀ ହୋଇ ନପାରୁ କିନ୍ତୁ ସବୁବେଳ ପାଇଁ ଭଲ…

ବଢ଼ିଲା ବର୍ଷା ଅନୁଭବ ବିବାଦ, ଫ୍ୟାମିଲକୋର୍ଟରେ ହାଜର ହେଲେ ଉଭୟ

କଟକ: ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି ଷ୍ଟାର କପୁଲ ବର୍ଷା ଏବଂ ଅନୁଭବ । ମଧ୍ୟସ୍ଥତା ଗୃହରେ ଉଭୟ ଆଜି ହାଜର ହୋଇଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ୧୪ ତାରିଖରେ ଘଟଣାର ବିଚାର ହେବା ନେଇ ସୂଚନା ମିଳିଛି । ତେବେ ଉଭୟଙ୍କ ବିବାଦକୁ ଦୀର୍ଘଦିନ ହୋଇଥିଲେ ସୁଦ୍ଧା କୌଣସି ନିସ୍କର୍ସ…

ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ ବିବାଦ

କଟକ: କିଛିଦିନର ବିରତି ପରେ ପୁଣିଥରେ ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ ଚର୍ଚ୍ଚା ଘେରକୁ ଆସିଛି । ଉଭୟଙ୍କ ମାମଲା ଚାଲିଥିବା ବେଳେ ମଧ୍ୟସ୍ଥ କେନ୍ଦ୍ରକୁ ବର୍ଷା ଆସିନାହାଁନ୍ତି । ଯାହାକୁ ନେଇ ଅନୁଭବ ଝାଡ଼ିଥିବା ଦେଖିବାକୁ ମିଳିଛି । ଗତକାଲି ଅନୁଭବ ଆସିଥିବା ବେଳେ…