Odia News Portal
Browsing Tag

arindam dash

ମନେ ରହିବେ ଅରିନ୍ଦମ

ଭୁବନେଶ୍ୱର: ଆଉ ନାହାଁନ୍ତି ଓଟିଭିର ପ୍ରତିନିଧି ଅରିନ୍ଦମ ଦାସ । ଖବର ସଂଗ୍ରହ କରିବାକୁ ଯାଇ ଜୀବନ ହାରିଛନ୍ତି । ସବୁଠି ଦୁଃଖର ଛାୟା । ଯିଏ ବି ତାଙ୍କ ବିୟୋଗ ଖବର ଶୁଣୁଛି ଆଖିରୁ ଲୁହ ଢ଼ାଳିଦେଉଛି । ଏପରିକି ଅନେକ ଲୋକ ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାଁନ୍ତି । ତାଙ୍କ ମୃତ୍ୟୁ…

ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

କଟକ: କଟକ ନରାଜ ସ୍ଥିତ ମୁଣ୍ଡଳି ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମ୍ ଡଙ୍ଗା ଓଲଟିବା ଘଟଣାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଏସିସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଏସସିବିରେ…