Odia News Portal
Browsing Tag

arrested

ଓକିଲ ଆନ୍ଦୋଳନ: ଆଉ ୮ ଗିରଫ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ବେଳେ ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା ଓ ହିଂସା ମାମଲାରେ ଆଉ ୮ ଜଣ ଓକିଲଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ…

ବିଜେପି ନେତା ତଜିନ୍ଦର ପାଲ୍ ସିଂ ବଗାଙ୍କୁ ଗିରଫ କଲା ପଞ୍ଜାବ ପୋଲିସ

ବିଜେପି ନେତା ତଜିନ୍ଦର ପାଲ ସିଂ ବଗାଙ୍କୁ ପଞ୍ଜାବ ପୋଲିସ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଛି। ଉତ୍ତେଜନାମୂଳକ ଭାଷଣ ଦେବା ଓ ଧମକ ଦେବା ଅଭିଯୋଗରେ ତେଜିନ୍ଦର ପାଲଙ୍କ ବିରୋଧରେ ପଞ୍ଜାବ ପୋଲିସ ଗତମାସରେ ଏକ ମାମଲା ରୁଜୁ କରିଥିଲା। ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ଉପରେ ମନ୍ତବ୍ୟ ନେଇ…

ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘରେ ବୋମା ମାଡ ଘଟଣା,୨ ଗିରଫ

ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘରେ ବୋମା ମାଡ ଘଟଣାରେ ପୋଲିସକୁ ବଡ ସଫଳତା । ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । ଗଁଦିଆ ଆରଦା ଗାଁରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ପାଣ୍ଡେ ଓରଫ୍‌…

ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା : ୪ ଜେଟିପିଙ୍କୁ ନୋଟିସ, ଅନ୍ୟ ୨ଜଣଙ୍କୁ ପଚରାଉଚରା

ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା । ସୁରକ୍ଷାରେ ନିୟୋଜିତ ଜେଟିପି(ଜଗନ୍ନାଥ ଟେମ୍ପଲ ପୋଲିସ)ଙ୍କୁ ପଚରାଉଚରା କରୁଛି ପୋଲିସ । ଘଟଣାରେ ୪ ଜଣ ଜେଟିପିଙ୍କୁ ନୋଟିସ କରାଯାଇଛି ।ସେପଟେ ଅନ୍ୟ ୨ ଜଣଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ । କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ସନ୍ଦେହରେ…

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ ଝୁନାଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ ଟିମ୍

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌। ଭଦ୍ରକ ନଳାଙ୍ଗ ଗ୍ରାମରୁ ଶର୍ମିଷ୍ଠାକୁ ଧରିବାରେ ସଫଳ ହେଲା ପୋଲିସ।ଏଥି ସହିତ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଧରିବା ସଫଳ ହୋଇଛି ହୋଇଛି ପୋଲିସ। ପୋଲିସ…

ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କୁ ୨ ଲକ୍ଷ ଟଙ୍କା ବଟି ମାଗି ୨ ଗିରଫ

ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କୁ ବଟି ମାଗି ୨ ଗିରଫ । ୨ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୋମନାଥ ହାତୀ ଏବଂ ଲିଟୁନା ସ୍ୱାଇଁ । ଟଙ୍କା ନଦେଲେ ଭୋଟ କରେଇ ଦେବୁନି କହି ଧମକ ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ୫୫ନମ୍ବର…

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ । ନକଲି ସିବିଆଇ ଅଧିକାରୀ ନିଖିଳ ସ୍ବାଇଁକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ନିରୀହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା ଏହି ଠକ । ସୂଚନା ମୁତାବକ ନିଖିଳ ଜଣେ ଭିନ୍ନକ୍ଷମ ବୋଲି ଜଣା ପଡ଼ିଛି । ଜଣେ ମୋବାଇଲ ଦୋକାନୀଙ୍କୁ ତାଙ୍କ ଝିଅର ଚିକିତ୍ସା…

ଗିରଫ ହେଲେ ରସିକିଆ ଡାକ୍ତର

ବନ୍ଧା ହେଲେ ରସିକିଆ ହୋମିଓପାଥି ଡାକ୍ତର । ୭ରାଜ୍ୟରେ ଡାକ୍ତରଙ୍କ ରହିଛି ୧୪ଟି ସ୍ତ୍ରୀ । ଅଭିଯୁକ୍ତ ଜଣଙ୍କ ହେଲେ ରମେଶ ସ୍ୱାଇଁ । ବିବାହ ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । କମିଶନରେଟ ପୋଲିସ ଗିରଫ କରିଛି । ରମେଶ ଜଣେ ହୋମିଓପାଥି ଡାକ୍ତର । ତାଙ୍କ ବୟସ ୫୪ ।…

ସାଙ୍ଗଙ୍କ ଅଶ୍ଲୀଳ ଭିଡିଓ ଭାଇରାଲରେ ଅଭିଯୁକ୍ତ ଗିରଫ

ମହିଳା ସାଙ୍ଗଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡିବା ପଡିଲା ମହଙ୍ଗା । ପୁରୀ ସାଇବର କ୍ରାଇମ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଢେଙ୍କାନାଳ ପରଜଙ୍ଗ ଥାନା ଜଟିଆ ଗ୍ରାମର ସରୋଜ କୁମାର ସାହୁ। ଅଭିଯୁକ୍ତ ସରୋଜ ପୁରୀରେ ଥିବା ତାଙ୍କର ଜଣେ ମହିଳା ବନ୍ଧୁଙ୍କ…