Odia News Portal
Browsing Tag

ashwin baisnab

ଭବାନୀପାଟଣାରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ

କଳାହାଣ୍ଡି: ଦେଶବ୍ୟାପୀ ଚାଲିଥିବା ଜନ ଆଶୀର୍ବାଦ ଯାତ୍ରା କ୍ରମରେ ଓଡ଼ିଶାରେ ଆଜି ଚତୁର୍ଥ ଦିନରେ କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କଳାହାଣ୍ଡି ଗସ୍ତରେ ଯାଇଛନ୍ତି। ସେ କଳାହାଣ୍ଡିରେ ପହଂଚିବା ପରେ ଭବାନୀପାଟଣାଠାରେ…

କଣ୍ଟାବାଞ୍ଝି ଗସ୍ତରେ ଯିବେ କେନ୍ଦ୍ର ରେଳମନ୍ତ୍ରୀ, ଉନ୍ନତି ଆଶାରେ ଅଞ୍ଚଳବାସୀ

ବଲାଙ୍ଗୀର : ଜିଲ୍ଲା ଗରିବ ଦଳିତ ବହୁଳ ଏବଂ ଶିଳ୍ପବିହୀନ ଜିଲ୍ଲା ହୋଇ ଥିବାରୁ ଏହି ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଜିଲ୍ଲାର କଣ୍ଟାବାଞ୍ଜି ଅଂଚଳକୁ ଦାଦନ ରାଜଧାନୀ ମଧ୍ୟ ଲୋକେ କହିଥାନ୍ତି । କଣ୍ଟାବାଞ୍ଜି ସହରରେ ବ୍ରିଟିଶ ଅମଳରୁ…

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ବିଜେପି ସାଂସଦ

ନୂଆଦିଲ୍ଲୀ: ରାଜ୍ୟର ଅନେକ ସମସ୍ୟା ନେଇ କେନ୍ଦ୍ର ରେଳ ଏବଂ ଶିକ୍ଷା ମନ୍ତ୍ରୀଙ୍କୁ ରେଳ ଭବନରେ ଭେଟିଲେ ଓଡ଼ିଶା ବିଜେପି ସାଂସଦ । ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ସାଂସଦମାନେ ଦାବି ପତ୍ର ଦେବା ସହ ଆଲୋଚନା କରିଛନ୍ତି। କଳାହାଣ୍ଡିରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଦାବି ରଖିଛନ୍ତି ସାଂସଦ…

୧୬ରେ ପୁରୀ ଆସିବେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧୬ ତାରିଖରେ ପୁରୀ ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଅବସରରେ ସେ ପୁରୀ ରେଳ ଭବନରେ ରହିବେ । ପୁରୀର ରେଳ ସମସ୍ୟା ରହିଛି ସେ ନେଇ ମନ୍ତ୍ରୀଙ୍କ ତରଫରୁ ପ୍ରାକ୍ ତଥ୍ୟ ସଂଗ୍ରହ କରାଯାଉଛି । ବହୁ ଦିନରୁ ଦାବି ହୋଇ ଆସୁଥିବା ପୁରୀ-କୋଣାର୍କ…

ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଏନ୍‌.ଭାସ୍କର ରାଓ

ନୂଆଦିଲ୍ଲୀ: ଓଡ଼ିଶାରୁ ରାଜ୍ୟସଭାକୁ ଯାଇ ରେଳମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ରାଜ୍ୟରେ ରେଳ ଚଳାଚଳର ବିକାଶକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ଭିତରେ ରାୟଗଡ଼ାରେ ନୂଆ ରେଳ ଡିଭିଜନ୍ କାର୍ଯ୍ୟକ୍ଷମ କରିବା ସହ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ…

ରେଲୱେ ମନ୍ତ୍ରୀଙ୍କ ନକଲି ପିଏ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରୁ ଗିରଫ ହେଲା ଅଭିଯୁକ୍ତ ଗୋପାଳ ଶତପଥୀ ଗିରଫ ଓ ଗିରଫ କଲା ଚନ୍ଦ୍ରଶେଖର ପୁର ଥାନା ପୋଲିସ । ରେଲୱେ ଅଧିକାରୀଙ୍କ ବଦଳି, ଚାକିରୀ, ମେଡିକାଲ ଇକ୍ୟୁପମେଣ୍ଟ ଇତ୍ୟାଦି ଗୋଟିଏ ଚୁଟକୀରେ କରେଇଦେବାର ଲୋଭ ଦେଖାଇ ଅଫିସରଙ୍କୁ ଚୁନା ଲଗାଉଥିଲା ଏହି ୪୨୦ ଠକ ।ଦିଲ୍ଲୀରେ ରହି…

ଅଶ୍ୱିନୀ ବୈଷ୍ଣବଙ୍କ ଜନ୍ମଦିନରେ ଏମିତି ଲେଖି ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ସଦ୍ୟ କାର୍ଯ୍ୟଭାର ଗ୍ରହଣ କରିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ନିଜ ଟ୍ୱିଟରରେ ସେ ଲେଖିଛନ୍ତି କି, ଅଶ୍ୱିନୀ ବୈଷ୍ଣବଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। ସେ…

ନୂଆ ଆଇଟି ନିୟମ ସମୀକ୍ଷା କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଲାଗି ଦେଲେ ଏଭଳି…

ନୂଆଦିଲ୍ଲୀ: ନିକଟରେ ସଂପ୍ରସାରଣ ହୋଇଛି ମେଦିଙ୍କ ମନ୍ତ୍ରୀ ମଣ୍ଡଳ । ଆଇଟି ଏବଂ ରେଳ ବିଭାଗ ମନ୍ତ୍ରୀ ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ । ରେଳ ବିଭାଗର କାର୍ଯ୍ୟଭାର ଗ୍ରହଣ କରୁ କରୁ ସେ ଆକ୍ସନ ମୁଡରେ ରହିଥିବା ବେଳେ ଆଇଟି ବିଭାଗର ସମୀକ୍ଷା ମଧ୍ୟ ଆଜି କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଯେ,…

ରେଲୱେ କର୍ମଚାରୀଙ୍କୁ କୁଣ୍ଢାଇ ପକାଇଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଓଡ଼ିଶାରୁ ରାଜ୍ୟସଭା ଯାଇ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାକିଛନ୍ତି ଅଶ୍ୱିନୀ ବୈଷ୍ଣବ । ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ତାଙ୍କ ରେଳମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ତେବେ ନିଜ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି ଅଶ୍ୱିନୀ ।…

ଆକ୍ସନ ମୁଡରେ ଅଶ୍ୱିନୀ ବୈଷ୍ଣବ, ବଦଳିଲା କର୍ମଚାରୀଙ୍କ ଡ୍ୟୁଟି ସମୟ

ନୂଆଦିଲ୍ଲୀ: ଆକ୍ସନ ମୁଡରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କାର୍ଯ୍ୟରେ ଯୋଗ ଦେଉ ଦେଉ ନେଇଛନ୍ତି ନୂଆ ନିଷ୍ପତି । କର୍ମଚାରୀଙ୍କ ଡ୍ୟୁଟି ସମୟ ବଦଳାଇଛନ୍ତି ଅଶ୍ୱିନୀ । ପୂର୍ବରୁ ରେଳ ବିଭାଗରେ କାମ କରୁଥିବା କର୍ମଚାରୀ ଗୋଟିଏ ସିଫ୍ଟରେ ଆସୁଥିଲେ । ମାତ୍ର ଏବେ ଦୁଇଟି ସିଫ୍ଟରେ ଆସିବେ…