ତହସିଲଦାରଙ୍କୁ ମାଡ଼
					ବଲାଙ୍ଗୀର: ତହସିଲଦାରଙ୍କୁ ମାଡ଼ ମାରିଲେ ଚାଷୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁରୁ ଆସିଛି ଏଭଳି ଖବର । ଦେଓଗାଁ ତହସିଲଦାର ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ମାଡ ମାରିଥିବା ଲୋକଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି!-->…				
						
						
			