Odia News Portal
Browsing Tag

attack

କ୍ଳିନିକ ଭିତରେ ପଶି ଯୁବତୀଙ୍କୁ ପିଟିଲା ଯୁବକ

ଭୁବନେଶ୍ୱର: କ୍ଲିନିକ ଭିତରେ ପଶିଲା । ନିର୍ଦ୍ଧୁମ ଛେଚିଲା । ସମସ୍ତଙ୍କ ସାମନାରେ ଯୁବତୀଙ୍କୁ ମାଡ଼ ମାରିଲା ଯୁବକ । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପୋଲିସ ଅଭିଯୁକ୍ତ ମାନସ କୁମାର ସାହୁକୁ ଅଟକ ରଖି ପଚରା ଉଚରା କରୁଛି । ତେବେ ମାଡ଼ ମାରିଥିବା ଘଟଣା…

ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

ଜଗତସିଂହପୁର: ସଟର ବନ୍ଦ କରି ବେପାର କରୁଥିଲେ ଦୋକାନୀ । ଖବର ପାଇ ଚଢ଼ାଉ କରିବା ଲାଗି ଯାଇଥିଲେ ତହସିଲଦାର । ଏହି ସମୟରେ ଆକ୍ରମଣ ଶିକାର ହୋଇଛନ୍ତି । ଜଗତସିଂହପୁର ଏରସମା ଜାପା ଛକରେ ତହସିଲଦାରଙ୍କ ଉପରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ଏନେଇ ଅଭିଯୋଗ କରିଛନ୍ତି ତହସିଲଦାର…

ବିଧବା ମହିଳାଙ୍କ ହାତ ଗୋଡ଼ ବାନ୍ଧି ପିଟିଲେ ପଡୋଶୀ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାଳିଆପଦା ଗାଁରୁ ଆସିଲା ଅଭାବନୀୟ ଖବର । ଜଣେ ବିଧାବା ମହିଳାଙ୍କ ହାତଗୋଡ଼ ବାନ୍ଧି ପିଟିଲେ ପଡୋଶୀ । ତାଙ୍କ ଚରିତ୍ରକୁ ସନ୍ଦେହ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । କୁଆମରା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି…

ତିନିଜଣଙ୍କୁ ଆକ୍ରମଣ କଲା ମାନସିକ ବିକାର ଗ୍ରସ୍ତ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ଆନ୍ତର୍ଲା ଗ୍ରାମରେ ଜଣେ ବୃଦ୍ଧା ସମେତ ଦୁଇ ଜଣକୁ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିର ଆକ୍ରମଣ ଘଟଣା ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଗ୍ରାମର ଜୈନିକ ବୃଦ୍ଧା ବ୍ରାହ୍ମଣୀ ବାଗ ଶୌଚ ପାଇଁ ଯାଉଥିବା ବେଳେ ଅଭିଯୁକ୍ତ ଦେବଚନ୍ଦର…

ଚାରି ଝିଅ ଓ ସ୍ତ୍ରୀକୁ ହାଣିବା ପରେ ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ

ସମ୍ବଲପୁର: ନୃଂଶସତାର ସବୁ ସୀମା ପାର । ନିଜ ଜନ୍ମକଲା ୪ଝିଅଙ୍କୁ ହାଣିଲା ବାପା । ଏମିତିରେ ମନ ବୁଝିଲାନି ଯେ ଶେଷରେ ସ୍ତ୍ରୀକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଯୌତୁକବାହାଲ ଗାଁରେ ଘଟିଛି ଏଭଳି ଜଘନ୍ୟ ଘଟଣା । ଶୁକୁର ଓରାମ ନିଜର…

ବୋହୂକୁ ଗାଁ ଦାଣ୍ଡରେ ପିଟିଲା ଶାଶୂ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଝୁଙ୍କାପଡ଼ା ଗାଁରୁ ଆସିଲା ଅଭାବନୀୟ ଦୃଶ୍ୟ । ବୋହୂକୁ ଗାଁ ଦାଣ୍ଡରେ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ମାଡ଼ ମାରିଲା ଶାଶୁ । ଯୌତୁକ ନିର୍ଯାତନା ଦେଉଛି ଶାଶୁ । ତେବେ ଏହି ଘଟଣା କିଛି ନୂଆ ନୁହେଁ । ପ୍ରତିଦିନ ବୋହୂକୁ ଏଭଳି ଅକଥନୀୟ ନିର୍ଯାତନା…

ସାବିତ୍ରୀରେ ସ୍ୱାମୀକୁ ପଥରରେ ଛେଚିଦେଲା ସ୍ତ୍ରୀ

କେନ୍ଦୁଝର: ଆଜି ହେଉଛି ସାବିତ୍ରୀ ବ୍ରତ । ସ୍ୱାମୀର ଦୀର୍ଘାୟୁ କାମନା କରିବା ସହ ଆରୋଗ୍ୟ ଲାଭ ଲାଗି ବ୍ରତ ରଖିଥାନ୍ତି ସାଧବା ନାରୀମାନେ । ତେବେ ସ୍ୱାମୀ ସ୍ତ୍ରୀଙ୍କ ଲାଗି ଆଜିର ଦିନଟି ବେଶ ମହତ୍ୱପୂର୍ଣ୍ଣ । କିନ୍ତୁ ଆଜିର ଦିନରେ ସ୍ୱାମୀଙ୍କୁ ଇଟାରେ ଛେଚି ଲହୁ ଲୁହାଣ କରିଛି ସ୍ତ୍ରୀ ।…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରାମାଡ଼ କରି ଯୁବକ ଗିରଫ

ବାଲେଶ୍ୱର: ଯୁବକଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ନବମଶ୍ରେଣୀ ଛାତ୍ରୀ । କ୍ରୋଧିତ ହୋଇ ଯୁବକ ଜଣକ ନାବାଳିକାଙ୍କୁ କରିଛି ଛୁରାମାଡ଼ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଲଦା ପଞ୍ଚାୟତ ତୁଟ ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ମଧୁସ୍କିତାକୁ ଛୁରାମାଡ଼ କରିଛି ସେହି ଗ୍ରାମର ୨୫ ବର୍ଷୀୟ…

ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ

କଟକ: ବେଆଇ ଭାବରେ ଚାଲିଥିଲା ଇଟାଭାଟି । ଚଢ଼ାଉ କରିବା ଲାଗି ଯାଇଥିଲେ ରାଜସ୍ୱ ନିରୀକ୍ଷକ । ଶେଷରେ ଆକ୍ରମଣର ଶିକାର ହୋଇଛନ୍ତି ରାଜସ୍ୱ ନିରୀକ୍ଷକ । କଟକ ଜିଲ୍ଲା ମାହାଙ୍ଗା ମହାଙ୍ଗା ତହସିଲ ଅଧିନସ୍ଥ ପର୍ଶୁରାମପୁର ଅଞ୍ଚଳରେ ବେଆଇ ଭାବରେ ଚାଲିଥିବା ଇଟାଭାଟି ଉପରେ ଚଢ଼ାଉ କରିବାକୁ ଯାଇଥିବା…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଦିନ ଦ୍ୱିପ୍ରହରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ । ବୁଦ୍ଧ ନଗର କଦଳୀ ଗୋଦାମ ବସ୍ତିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କାର୍ତ୍ତିକ ସାହୁ ନାମକ ଜଣେ ଯୁବକଙ୍କ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି । ଅଧିକ ତଦନ୍ତ…