Odia News Portal
Browsing Tag

attack

ତହସିଲଦାରଙ୍କୁ ମାଡ଼

ବଲାଙ୍ଗୀର: ତହସିଲଦାରଙ୍କୁ ମାଡ଼ ମାରିଲେ ଚାଷୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁରୁ ଆସିଛି ଏଭଳି ଖବର । ଦେଓଗାଁ ତହସିଲଦାର ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ମାଡ ମାରିଥିବା ଲୋକଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି…

କଂଗ୍ରେସ ନେତାଙ୍କୁ ମରଣାନ୍ତକ ଆକ୍ରମଣ

କଂଗ୍ରେସ ନେତା ଆର୍ୟ୍ୟ ଜ୍ଞାନେନ୍ଦ୍ରଙ୍କୁ ଆକ୍ରମଣ ।ଭଦ୍ରକ ସହରର ବନ୍ତ ଛକରେ ଆକ୍ରମଣ ହୋଇଛି । ଆକ୍ରମଣ ଫଳରେ ତାଙ୍କ ଗାଡି ଭାଙ୍ଗିରୁଜି ଯାଇଛି ।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବ।ଚନ ମଣ୍ଡଳିରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି । ଆର୍ୟ୍ୟ…