Odia News Portal
Browsing Tag

bail

ପୂରଣ ହେଲା ମନ୍ନତ, ମନ୍ନତ ଯିବେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡ ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲା ଜାମିନ୍ । ଆସନ୍ତାକାଲି ପ୍ରକାଶ ପାଇବ ବେଲ ଅର୍ଡର । ତାଙ୍କୁ ଜାମିନ୍ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୩ ଦିନର ମାରାଥର ଜେରା ପରେ ମିଳିଛି ଜାମିନ୍ । ଶାହାରୁଖ ଖାନଙ୍କ ମନ୍ନତ ପୂରଣ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଳା ଜାମିନ୍

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି । ପ୍ରଶାନ୍ତଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ସର୍ତ ରଖିଛନ୍ତି ହାଇକୋର୍ଟ । ଅନ୍ୟାନ୍ୟ ସର୍ତ ରଖି ନିମ୍ନ ଅଦାଲତ ପ୍ରଶାନ୍ତଙ୍କୁ ଜାମିନରେ ଛାଡିବେ । …

ରାଜକୁନ୍ଦ୍ରାଙ୍କୁ ମିଳିଲା ଜାମିନ୍

ମୁମ୍ବାଇ: ରାଜକୁନ୍ଦ୍ରାଙ୍କୁ ମିଳିଲା ଜାମିନ୍ । ଦୀର୍ଘ ୨ ମାସ ପରେ ଜାମିନ୍ ମିଳିଛି । ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲରେ ଗିରଫ ହୋଇ ୨ମାସ ହେବ ଜେଲରେ ଥିବା ରାଜ କୁନ୍ଦ୍ରାଙ୍କୁ ଏବେ ଜାମିନ ମିଳିଛି। ଆଜି ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ…

ଗ୍ୟାଙ୍ଗଷ୍ଟାର ହାଇଦର ପୁଅର ଜାମିନ୍ ଖାରଜ

କଟକ: କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟାର ସେକ ହାଇଦର ପୁଅ ସେକ୍ କାଦିରର ଜାମିନ ନାମଞ୍ଜୁର । କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ ଜାମିନ ଖାରଜ କରିଛନ୍ତି । ବାବାଙ୍କ ଶୁଦ୍ଧିକ୍ରିୟା ଲାଗି ଜାମିନ ଆବେଦନ କରିଥିଲା ସେକ୍ କାଦିର । ସୂଚନାଯୋଗ୍ୟ , ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲ୍ ନିଆଯାଉଥିବା…

ଆକାଶ ପାଠକଙ୍କୁ ମିଳିଲା ଜାମିନ୍‌

କଟକ: ଟାଟା କମ୍ପାନୀରେ ଚାକିରୀ ଦେବା ଅଭିଯୋଗରେ ଫସିଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ । ବୈଦ୍ୟନାଥପୁର ଥାନାରେ ହୋଇଥିବା ମାମଲାରେ ତାଙ୍କୁ ମିଳିଛି ଜାମିନ୍ । ତେବେ ସେ ଖୁବଶୀଘ୍ର ଜେଲରୁ ମୁକୁଳିବେ ବୋଲି ତାଙ୍କ ଓକିଲା…

ଜେଲରୁ ମୁକୁଳିବେ ଅଭୟ ପାଠକ

ଭୁବନେଶ୍ୱର: ଠକେଇ ମାମଲାରେ ଜେଲରେ ଥିବା ଆଇଏଫଏସ ଅଭୟ ପାଠକଙ୍କୁ ମିଳିଛି ଜାମିନ୍ । ୨ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଳରେ ଜାମିନ ଦେଇଛି ହାଇକୋର୍ଟ । ବୈଦ୍ୟନାଥପୁର ଥାନା ମାମଲାରେ ମିଳିଛି ଜାମିନ୍ । ୩ଟି ଥାନାରେ ହୋଇଥିବା ମାମଲା ମଧ୍ୟରୁ ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିଥିବା…

ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

କଟକ: ବହିଷ୍କୃତ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଦୁଇଟି ମାମଲାରେ ମିଳିଛି ସର୍ତ୍ତମୂଳକ ଜାମିନ୍ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଦୁଇଟି ମାମଲାରେ ତାଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛି । ୨ଲକ୍ଷ ଟଙ୍କା ସହ ୨ଜଣ ଜାମିନଦାରଙ୍କ ବଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି…