Odia News Portal
Browsing Tag

barabati stadium

ଜୁନରେ ବାରବାଟୀରେ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ଲଢେଇ

ରାଜ୍ୟର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀରେ ପୁଣି ଫେରିବ ଆନ୍ତର୍ଜାତିକ କ୍ରିକେଟ । ଜୁନ ମାସରେ ବାରବାଟୀ ଆୟୋଜନ କରିବ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ।ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ ୯ ରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ…

ବାରବାଟୀରେ କାଲିଠାରୁ ଓଡ଼ିଶା କ୍ରିକେଟ୍ ଲିଗ୍

ଓଡିଶାରେ ଆରମ୍ଭ ହେବାକୁ ଯାଉଛି ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ଆସନ୍ତାକାଲିଠାରୁ ଆରମ୍ଭ ହେବେ ଏମ୍‌ଜିଏମ୍‌ ଟି-୨୦ କ୍ରିକେଟ୍‌ ଲିଗ୍‌ । ଏଥିରେ ୬ଟି ଟିମ୍‌ ଭାଗନେବାକୁ ଯାଉଛି । କୋଭିଡ଼ କଟକଣା ମଧ୍ୟରେ ଖେଳାଯିବ ସମସ୍ତ ମ୍ୟାଚ୍‌ । ରବିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି…

ଆଜିଠୁ ଅଫ୍ ଲାଇନ ଟିକେଟ ବିକ୍ରି

କଟକ () ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ଆଜିଠୁ ଅଫଲାଇନ ଟିକଟ ବିକ୍ରି ହେବ । ଆଜି ଓ କାଲି ୨ ଦିନ ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ, କ୍ଲବକୁ ଟିକଟ ବିକ୍ରି କରାଯିବ । ସକାଳ ୧୦ଟାରୁ ୫ଟା ଯାଏ ଟିକଟ ବିକ୍ରି ଚାଲିବ । ଏମାନଙ୍କ ପାଇଁ ୮,୯୪୬ ଟିକଟ୍ ବିକ୍ରି…

ବାରବାଟୀର ସୁରକ୍ଷା ଯାଂଚ କଲେ ଗୃହରାଷ୍ଟ୍ର ମନ୍ତ୍ରୀ

କଟକ() ବାରବାଟୀ ଦିନିକିଆ ମ୍ୟାଚ ପାଇଁ ସୁରକ୍ଷା ଯାଂଚ କଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହି କାର୍ଯ୍ୟକ୍ରମରେ ଡିଜିପି ଓ ସିପି ମଧ୍ୟ ସାମିଲ ଥିଲେ । ଆସନ୍ତା ୨୨ ତାରିଖରେ ମ୍ୟାଚ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ ହେବ ବୋଲି ସୂଚନା ମିଳିଛି । ସୂଚନାଅନୁସାରେ,…

ବାରବାଟୀକୁ ୧୦ କୋଟି

ଭୁବନେଶ୍ୱର()  ବାରବାଟୀ ଷ୍ଟାଡିୟମ ପାଇଁ ୧୦ କୋଟି ଟଙ୍କା ଅନୁଦାନ ଦେଲା ବିସିସିଆଇ । ଦିନିକିଆ ମ୍ୟାଚ ପ୍ରସ୍ତୁତି ଓ ଷ୍ଟାଡିୟମ ମରାମତି ପାଇଁ ଏହି ଅନୁଦାନ ଘୋଷଣା କରିଛି ବିସିସିଆଇ । ଓଡିଶା କି୍ରକେଟ ଆସୋସିଏସନର ସଂପାଦକ ସଂଜୟ ବେହେରା ଆଜି ଏନେଇ ସୂଚନା ଦେଇଛନ୍ତି ।