Odia News Portal
Browsing Tag

barabati

ବାରବାଟୀରେ ହେବ ଟି-୨୦ ମ୍ୟାଚ

ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ । ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରାଯାଇଛି । ଫେବ୍ରୁଆରୀ ୧୫ରେ…

ବାରବାଟୀରେ ଥିଲା ସ୍ୱତନ୍ତ୍ର ସୁଡଙ୍ଗ

କଟକ() ରବିବାର ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଦୁଇ ଦଳ ଆଜି ଷ୍ଟାଡିୟମ ଯାଇ ଅଭ୍ୟାସ କରୁଛନ୍ତି । ସମୟ ଗଡିବା ସହ ଲୋକଙ୍କ ଉକ୍ରଣ୍ଠା ମଧ୍ୟ ବଢିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ବାରବାଟୀର କିଉି ଅଭୁଲା ଇତିହାସ ... ବାରବାଟୀ ଷ୍ଟାଡିୟମରେ…