Odia News Portal
Browsing Tag

bhabina patel

ଭାବିନା ପଟେଲଙ୍କ ଲାଗି ୩ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ । ମହିଳା ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭାବିନା । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଭାବିନାଙ୍କ ଲାଗି ୩ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଛନ୍ତିି । ପ୍ରଥମ ଭାରତୀୟ…

ପାରା ଅଲିମ୍ପିକ୍ସ: ଭାରତକୁ ପ୍ରଥମ ପଦକ ଭେଟିଦେଲେ ଭାବିନା ପଟେଲ

ଟୋକିଓ: ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ମିଳିଛି । ମହିଳା ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭବିନା ପଟେଲ୍ । ଫାଇନାଲରେ ଭବିନା,ଚୀନ୍ ପ୍ରତିଯୋଗୀଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ପାରା ଅଲିମ୍ପିକ୍ସର ଟେବୁଲ ଟେନିସରେ ଏହା ହେଉଛି ଭାରତର…

ପାରାଲିମ୍ପିକ୍ସ ମହିଳା ଟେବୁଲ୍ ଟେନିସ୍ ଫାଇନାଲ୍‌ରେ ଭାବିନା ପଟେଲ

ଇତିହାସ ରଚିଲେ ଭାରତର ପାରା ଟେବୁଲ ଟେନିସ୍ ଖେଳାଳି ଭାବିନା ପଟେଲ। ପାରାଲିମ୍ପିକ୍ସରେ ମହିଳା ଟେବୁଲ ଟେନିସ୍ ଫାଇନାଲ୍‌ରେ ଭାବିନା ପହଞ୍ଚି ଦେଶ ପାଇଁ ପଦକ ସୁନିଶ୍ଚିତ କରିଛନ୍ତି। ସେମି ଫାଇନାଲ୍‌ରେ ଚୀନ ଖେଳାଳି ମିୟାଓ ଝାଙ୍ଗଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରି…