Odia News Portal
Browsing Tag

bhadrak district

ଭଦ୍ରକରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଭଦ୍ରକ : ଆଜି ସାରା ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଭଦ୍ରକ ଜିଲ୍ଲାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି | ଭଦ୍ରକ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ ଜାତୀୟ ପତାକା ଉତ୍ତୋଳନ…

ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରୁ ପୁଣି ଜବତ ହେଲା ବିପୁଳ ପରିମାଣରେ ନକଲି ଜର୍ଦ୍ଦା । ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।  ତେବେ ଘଟଣାସ୍ଥଳରୁ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ଚମ୍ପଟ ମାରିବାରେ ସଫଳ ହୋଇଛି | ସୂଚନା ଅନୁଯାୟୀ,…

ଇଞ୍ଜିନିୟର‌ ବୋହୂ ଦେଶୀ ମଦ ବେପାରୀ !

ଭଦ୍ରକ: ସିଭିଲ ଇଞ୍ଜିନିୟର‌ ବୋହୂ କରୁଥିଲେ ଦେଶୀ ମଦ ବେପାର! | ଆଉ ତାଙ୍କୁ ସହଯୋଗ କରୁଥିଲେ ଶାଶୂ। ଆଜି ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ମଦ ବେପାର ନେଇ ଗ୍ରାମାଞ୍ଚଳ ପୋଲିସ ଜାଣିପାରି ଚଢ଼ଉ କରି ଇଞ୍ଜିନିୟର ବୋହୂ ଓ ଶାଶୁକୁ ଗିରଫ କରିଥିବା ବେଳେ ବହୁ ପରିମାଣର ଦେଶୀ ମଦ ଜବତ…

ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି

ଭଦ୍ରକ: ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସ୍‌ପି ଚରଣ ସିଂ ମିନା । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଓ ଡ୍ରାଇଭରଙ୍କ ଅଟକ ରଖିଛି ଭଣ୍ଡାରିପୋଖରୀ ପୋଲିସ । ଖବର ଅନୁଯାୟୀ, ଭଦ୍ରକ ଏସପି ଚରଣ ସିଂ ମିନା…