Odia News Portal
Browsing Tag

bhadrak police station

ଭଦ୍ରକରୁ ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ: ଆକ୍ସନ ମୋଡରେ ଭଦ୍ରକ ପୁଲିସ | ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବେଆଇନ କାର୍ଯ୍ୟ ସହିତ ଅପରାଧିକ କାର୍ଯ୍ୟକଳାପ ଉପରେ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ | ପ୍ରତିଦିନ ଗିରଫଦାରୀ ସହ କରାଯାଉଛି ଲକ୍ଷାଧିକ ଟଙ୍କାର ଜୋରିମାନ | କିନ୍ତୁ ଜିଲ୍ଲାରେ ଧଳା ଜହର ଅର୍ଥାତ ବ୍ରାଉନ ସୁଗାର…

ପୋଲିସ ଜିପ୍ ପୋଡ଼ି ମାମଲାରେ ୬ ଗିରଫ

ଭଦ୍ରକ: ପୋଲିସକୁ ମାଡ଼ ମାରିବା ଏବଂ ପୋଲିସ ଗାଡ଼ି ଜାଳିବା ଘଟଣାରେ ଏବେ ଆକ୍ସନ ମୋଡରେ ଭଦ୍ରକ ପୁଲିସ |ଏହି ମାମଲାରେ ୬ ଜଣ ଗିରଫ ହୋଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି | ଗିରଫ ୬ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି ତିହିଡ଼ି ପୋଲିସ | ଗିରଫ…