Odia News Portal
Browsing Tag

bhubaneswar murder case

ରାଜଧାନୀରେ ବାକି ଟଙ୍କା ଦବାକୁ ଡାକି ହତ୍ୟା

ବାକି ଟଙ୍କା ଦେବାକୁ ଡାକି ଯୁବକଙ୍କୁ ହତ୍ୟା ଅଭିଯୋଗ । ରାଜଧାନୀରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ନାଁ ଦିଲ୍ଲୀପ ଜେନା । ଯାଜପୁରର ବଜରାପାଟରେ ତାଙ୍କ ଘର । ସେ କିଟ୍ ରୋଡରେ ଏକ ଫାଷ୍ଟଫୁଡ଼ ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲେ । ସେ…

ଗଣ୍ଡିର ୨କିମି ଦୂରରେ ମିଳିଲା ମୁଣ୍ଡ…

ଭୁବନେଶ୍ୱର: ପୋଲିସକୁ ମିଳିଲା ମହିଳାଙ୍କ କଟାମୁଣ୍ଡ | ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରୁ ମୁଣ୍ଡବିହୀନ ମହିଳାଙ୍କ ଶବ ମିଳିବା ଘଟଣାରେ ପୋଲିସ ହାତରେ ବଡ ସଫଳତା | ହତ୍ୟା ଘଟଣାର ଅଧିକ ଛାନଭିନ ପାଇଁ ୨ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ ପରେ ପୋଲିସ ମହିଳାଙ୍କ କଟା ମୁଣ୍ଡକୁ…

ପରିଚୟ ଦେଲେ ମିଳିବ ୫୦ ହଜାର

ଭୁବନେଶ୍ୱର: ରାଜଧାନୀରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଥିବା ସମୟରେ ମହିଳାଙ୍କୁ ଚିହ୍ନଟ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି | କିଛିଦିନ ତଳେ ଭୁବନେଶ୍ୱର ନିକଟ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମହିଳାଙ୍କ ମୁଣ୍ଡବିହୀନ…