Odia News Portal
Browsing Tag

bhubaneswar

ଏମସର ଓପିଡି ବିଭାଗ ବନ୍ଦ

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଆସନ୍ତା ୧୭ ଜାନୁଆରୀରୁ ଏହି ସେବା ବନ୍ଦ ରହିବ । ତେବେ ଅଳ୍ପ କେତେକ ବିଭାଗ ର ସେବା ଜାରି ରହିବ। ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ,…

ପୁଣି ରାଜଧାନୀରେ ଯୁବତୀଙ୍କୁ ହତ୍ୟା

ରାଜଧାନୀ ଭୁବନେଶ୍ୱରରେ ଯୁବତୀଙ୍କୁ ହତ୍ୟା । ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ଘଟିଛି ଏହି ହତ୍ୟାକାଣ୍ଡ । ରବିବାର ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ହତ୍ୟା ହୋଇଥିବା ଯୁବତୀଙ୍କ ନାମସୁରେଖା ପଲେଇ । ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।…

ଭୁବନେଶ୍ୱର ର ୩୮ ସ୍ଥାନ କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଗଲା

ରାଜଧାନୀରେ ବଢୁଛି କଣ୍ଟେନମେଣ୍ଟ ଜୋନ୍ । ଜାଭିୟର ଇନଷ୍ଟିଚ୍ୟୁଟକୁ କରାଯାଇଛି କଣ୍ଟେନମେଣ୍ଟ । ୩୦ରୁ ଅଧିକ ପଜିଟିଭ୍ ଚିହ୍ନଟ ପରେ ନିଆଯାଇଛି ଏହି ପଦକ୍ଷେପ । ଏକ୍ସଆଇଏମବିକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି

ବିମାନରେ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱର ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ଭୁବନେଶ୍ୱର ବିଏମସି ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲିଠାରୁ ସବୁ ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ । ଡବଲ ଡୋଜ୍ ଟିକା ନେଇଥିଲେ ବା ନେଗେଟିଭ ରିପୋର୍ଟ ଥିଲେ ବି…

ଭୁବନେଶ୍ୱରର ୫ ଟି ଅଂଚଳକୁ କଂଣ୍ଟନମେଣ୍ଟ ଜୋନରେ ଘୋଷଣା କରାଗଲା

ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଆଜି ସହରର ପାଞ୍ଚଟି ସ୍ଥାନକୁ ମାଇକ୍ରୋ କଣେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଆଚାର୍ୟ୍ୟବିହାର ସାଇ ମନ୍ଦିର ନିକଟସ୍ଥ ନିର୍ଦ୍ଧିଷ୍ଟ ଅଞ୍ଚଳ, ଆଚାର୍ୟ୍ୟ ବିହାର ପାଣିଟାଙ୍କି ଅଞ୍ଚଳ, ସତ୍ୟନଗର ଓ ବାପୁଜୀ ନଗରର…

ଓମିକ୍ରନ ପାଇଁ ଲୋକଙ୍କୁ ସଚେତନ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର : ହୁ ହୁ ହୋଇ ବଢୁଛି ଓମିକ୍ରନ । ଏହାକୁ ଦୃଷ୍ଟିରେ ରଖି ଆଜି ମାଉସୀମା' ଛକରେ ମା' ଗଜଲକ୍ଷ୍ମୀ ପୂଜା କମିଟି ଏବଂ ଟ୍ରଷ୍ଟ ପକ୍ଷରୁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲେକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରାଯାଇଛି । ଏହି…

ଏ ବର୍ଷ ଜମୁଛି ଶିଶିର ସରସ ମେଳା

ପୁଣି ଲୋକଙ୍କ ନିକଟକୁ ଫେରିଛି ଶିଶିର ସରସ ମେଳା । ଗତ ୨ ବର୍ଷ ଧରି ବନ୍ଦ ରହିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳାକୁ ଲୋକମାନେ ଉପଭୋଗ କରୁଛନ୍ତି । ଏଥର ଏହା ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି। ଚଳିତ ମାସ ଏହି ମେଳା ୨୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୬ ତାରିଖ…

ସମ୍ମାନୀତ ହେବେ ସାଂସଦ

ନିଜ କାର୍ଯ୍ୟଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ମିଳିବ ଆଉ ଏକ ସମ୍ମାନ । ଶ୍ରୀ ଶ୍ରୀ ସରସ୍ବତୀ ଦେବୀ ଜୀବନ-ଜ୍ଞାନ-ଗୌରବ ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି ଅପରାଜିତା । ତାଙ୍କୁ honorary D.LITT ଉପାଧି ରେ ସମ୍ମାନିତ କରାଯିବ । ଖୁବ୍…

୫ ଦିନ ହେବ ମାଆ ପୁଅଙ୍କୁ ଗୃହ ବନ୍ଦୀ

ଭୁବନେଶ୍ୱର: ଦୁଇ ମହଲା ଘରେ ମାଆ ପୁଅ ଅଛନ୍ତି ବନ୍ଦି ଅବସ୍ଥାରେ ।ସି ଆର ପି ଛକ ସ୍ଥିତ ପ୍ରିୟଦର୍ଶନୀ ମାର୍କେଟ ପଚ ପଟେ ଏକ ଘରେ ବନ୍ଦୀ । ମାଆ ପୁଅଙ୍କୁ ୫ ଦିନ ହେବ ବାହାରୁ କେହି ତାଲା ପକେଇ ଦେଇଛି । ନିଜ ଘରେ ସେମାନଙ୍କୁ ବନ୍ଦୀ କରାଯାଇଛି । ଜାଗା ବାଡିକୁ ନେଇ ଏଭଳି ପରିସ୍ଥିତି ହୋଇଛି…

କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ

ଭୁବନେଶ୍ୱର: ଓଡିଆ ସାହିତ୍ୟ ଜଗତର ଜଣେ ପ୍ରତିଭାଦିପ୍ତ କବି ଭାବେ ଜଣାଶୁଣା ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ” । ଓଡିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ. ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି ।ଶିକ୍ଷା ଓ…